Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

୩ ଦିନିଆ ମରିସସ ଗସ୍ତରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Swayangprajna Mishra
Browse all articles by Swayangprajna Mishra
·2 years ago
୩ ଦିନିଆ ମରିସସ ଗସ୍ତରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଅର୍ଗସ ବ୍ୟୁରୋ : 3 ଦିନିଆ ମରିସସ ଗସ୍ତରେ ମହାମହିମ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ମରିସସ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାମିଲ ହୋଇଛନ୍ତି ରାଷ୍ଟ୍ରପତି । 2000 ମସିହାରୁ ମରିସସର ରାଷ୍ଟ୍ରୀୟ ଦିବସ ପାଳନ କରାଯାଉଛି । ଏହାରି ମଧ୍ୟରେ ଆଜି ଷଷ୍ଠ ଭାରତୀୟ ରାଷ୍ଟ୍ରପତି ଭାବେ ମରିସସ ଯାତ୍ରା କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହା ମରିସସ ଏବଂ ଭାରତ ମଧ୍ୟରେ ଦୀର୍ଘକାଳୀନ ସମ୍ପର୍କକୁ ସୂଚିତ କରୁଛି ।

ଅଧିକ ପଢନ୍ତୁ ଭାରତ ଖବର

11ରୁ 13 ତାରିଖ ପର୍ଯ୍ୟନ୍ତ ମରିସସ ଗସ୍ତରେ ରହିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ ଜୁଗନ୍ନାଥଙ୍କ ସହିତ ମିଳିତ ଭାବେ ରାଷ୍ଟ୍ରପତି 14ଟି ପ୍ରକଳ୍ପର ଉଦଘାଟନ କାର୍ଯ୍ୟକ୍ରମ ରହିଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
President Draupadi Murmu on a 3-day visit to Mauritius | Argus News