Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଭବ୍ୟ ସମାରୋହରେ ପ୍ରଦାନ କରାଗଲା ଭାରତ ରତ୍ନ ସମ୍ମାନ : ୪ ଜଣଙ୍କୁ ମିଳିଲା ମରଣୋତ୍ତର ସମ୍ମାନ

National

ଭବ୍ୟ ସମାରୋହରେ ପ୍ରଦାନ କରାଗଲା ଭାରତ ରତ୍ନ ସମ୍ମାନ : ୪ ଜଣଙ୍କୁ ମିଳିଲା ମରଣୋତ୍ତର ସମ୍ମାନ

Jitendra Dash
Browse all articles by Jitendra Dash
·2 years ago·1 min read
ଭବ୍ୟ ସମାରୋହରେ ପ୍ରଦାନ କରାଗଲା ଭାରତ ରତ୍ନ ସମ୍ମାନ : ୪ ଜଣଙ୍କୁ ମିଳିଲା ମରଣୋତ୍ତର ସମ୍ମାନ

ଅର୍ଗସ ବ୍ୟୁରୋ : ୪ଜଣଙ୍କୁ ପ୍ରଦାନ କରାଗଲା ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ । ରାଷ୍ଟ୍ରପତି ଭବନରେ ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁର, ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କୁ ମରଣୋତ୍ତର ଭାରତ ରତ୍ନ ସମ୍ମାନ ପ୍ରଦାନ । ପିଭି ନରସିଂହରାଓ ଓ ଏମଏସ ସ୍ବାମୀନାଥନଙ୍କୁ ମରଣୋତ୍ତର ଭାରତ ରତ୍ନ ସମ୍ମାନ ।

ଅଧିକ ପଢନ୍ତୁ : ଆଜି ରାଷ୍ଟ୍ରପତି ଭବନରେ ୫ ଜଣଙ୍କୁ ମିଳିବ ଭାରତ ରତ୍ନ

ମିଳିଥିବା ସୂଚନା ଅନୁସାରେ, ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଜେପିର କିଛି ବଡ଼ ନେତାଙ୍କ ଉପସ୍ଥିତିରେ ଆଡଭାନୀଙ୍କୁ ସମ୍ମାନିତ କରାଯିବ । ତେବେ ଆଜି ରାଷ୍ଟ୍ରପତି ଭବନରେ ହେବାକୁ ଥିବା ସମାରୋହରେ କିଛି ସ୍ୱତନ୍ତ୍ର ଅତିଥିଙ୍କୁ ଆମନ୍ତ୍ରଣ କରାଯାଇଛି । ଏଥିରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ କର୍ପୁରୀ ଠାକୁରଙ୍କ ପୁଅ ରାମନାଥ ଠାକୁର ଉପସ୍ଥିତ ରହି ନିଜ ପିତାଙ୍କ ସମ୍ମାନ ଗ୍ରହଣ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
President Droupadi Murmu on Saturday conferred Bharat Ratna, the country's highest civilian honour, on former prime ministers P V Narasimha Rao and Chaudhary Charan Singh, agriculture scientist M S Swaminathan and two-time former Bihar chief minister Karp | Argus News