ମହାମହିମ ରାଷ୍ଟ୍ରପତିଙ୍କୁ ମିଳିଛି ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ନିମନ୍ତ୍ରଣ
·2 years ago

ଅର୍ଗସ ବ୍ୟୁରୋ : ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମିଳିଛି ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ନିମନ୍ତ୍ରଣ । ଯେଉଁଥିରେ ରାଷ୍ଟ୍ରପତି ଅତି ଖୁସି ବ୍ୟକ୍ତ କରି ବହୁଶୀଘ୍ର ସେ ଅଯୋଧ୍ୟା ଆସି ରାମଲାଲାଙ୍କ ଦର୍ଶନ ପାଇଁ ସମୟ ସ୍ଥିର କରିବେ ବୋଲି କହିଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର
ଏହି ଅବସରରେ ରାଷ୍ଟ୍ରିୟ ସ୍ବୟଂ ସେବକ ସଂଘର ଅଖିଳ ଭାରତୀୟ ସମ୍ପର୍କ ପ୍ରମୁଖ ଶ୍ରୀ ରାମ ଲାଲ୍, ବିଶ୍ବ ହିନ୍ଦୁ ପରିଷଦର କେନ୍ଦ୍ରିୟ କାର୍ଯ୍ୟଦକ୍ଷ ଆଲୋକ କୁମାର ଏବଂ ମନ୍ଦିର ନିର୍ମାଣ ସମିତିର ଅଧକ୍ଷ୍ୟ ଶ୍ରୀ ନୃପେନ୍ଦ୍ର ମିଶ୍ର ଉପସ୍ଥିତ ଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: