Videos
|
National

ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି 

Manini Pattanayak
Browse all articles by Manini Pattanayak
·2 years ago
ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି 

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି।  ବିମାନବନ୍ଦରରେ ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ମୋଦିଙ୍କୁ ଦେଖିବାକୁ ଲୋକଙ୍କ ପ୍ରବଳ ଉତ୍ସାହ। ଲୋକାରଣ୍ୟ ପାଲଟିଛି ଜନପଥ।  ପିଏମଙ୍କ ରୋଡ ସୋ ଦେଖିବାକୁ ଓଡ଼ିଶାବାସୀଙ୍କ ପ୍ରବଳ ଉତ୍‌କଣ୍ଠା।  ରାଜଧାନୀରେ ପ୍ରଧାନମନ୍ତ୍ରୀ କରିବେ ସୁପର ସୋ। ଗେରୁଆମୟ ଭୁବନେଶ୍ବର। ଜନପଥ ହୋଇଛି ଲୋକାରଣ୍ୟ। ରାମମନ୍ଦିରରୁ ବାଣିବିହାର ଯାଏ ପିଏମଙ୍କ ରୋଡ ଶୋ ଦେଖିବାକୁ ରାଜଧାନୀବାସୀଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ।


ରାଜଧାନୀରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍ ଶୋ ପାଇଁ ବିଜେପି ପକ୍ଷରୁ ଜୋରଦାର ପ୍ରସ୍ତୁତି ହୋଇଛି। ଉତ୍ସାହିତ ଗେରୁଆ ଶିବିର। ଭୁବନେଶ୍ବରବାସୀଙ୍କ ମଧ୍ୟରେ ପିଏମଙ୍କ ରୋଡ୍ ଶୋକୁ ନେଇ ପ୍ରବଳ ଉତ୍କଣ୍ଠା। ଆଜି ରାତି 8 ଟା  ଭୁବନେଶ୍ବରର ରାମମନ୍ଦିର ଛକରୁ ବାଣିବାହର ଛକ ଯାଏ ପିଏମ କରିବେ ରୋଡ୍ ଶୋ। ନିଜ ପ୍ରିୟ ନେତାଙ୍କର ଟିକିଏ ଝଲକ ପାଇବା ଲାଗି ଏବେଠାରୁ ଜନପଥର ଉଭୟ ପାର୍ଶ୍ବରେ ଲାଗିଲାଣି ଜନଗହଳି। 

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Prime Minister Modi arrived in Bhubaneswar. The Prime Minister will have a super show in the capital. | Argus News