Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ତିନି ଦିନିଆ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି

Swayangprajna Mishra
Browse all articles by Swayangprajna Mishra
·1 year ago
ତିନି ଦିନିଆ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି

ଅର୍ଗସ ବ୍ୟୁରୋ : ତିନି ଦିନିଆ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଥମେ ବ୍ରୁନେଇର ଦାରୁସାଲାମ୍ ଗସ୍ତ କରି ସେଠାକାର ରାଷ୍ଟ୍ରମୁଖ୍ୟଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ସିଙ୍ଗାପୁର ଗସ୍ତ କରିବେ ପିଏମ୍ ମୋଦି ।

ଅଧିକ ପଢନ୍ତୁ : ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ୟୁକ୍ରେନରେ ପହଞ୍ଚିଛନ୍ତି ମୋଦି

ଗସ୍ତ ସମୟରେ ବ୍ରୁନେଇ ଓ ସିଙ୍ଗାପୁର ରାଷ୍ଟ୍ରମୁଖ୍ୟଙ୍କ ସହ ମୋଦି ଆଲୋଚନା କରିବେ । ଦ୍ବିପାକ୍ଷିକ ସଂପର୍କ ବୃଦ୍ଧି ସହ ବାଣିଜ୍ୟ କ୍ଷେତ୍ରରେ ହେବ ବିସ୍ତୃତ ଆଲୋଚନା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Prime Minister Modi is on a three-day foreign visit | Argus News