Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସେପ୍ଟେମ୍ବର ୧୭ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି

Swayangprajna Mishra
Browse all articles by Swayangprajna Mishra
·1 year ago
ସେପ୍ଟେମ୍ବର ୧୭ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି

ଅର୍ଗସ ବ୍ୟୁରୋ : ସେପ୍ଟେମ୍ବର ୧୭ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି ।ସେପ୍ଟେମ୍ବର ୧୭ ରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ରହିଥିବା ବେଳେ ସେହିଦିନ ଠାରୁ ଓଡ଼ିଶା ସରକାରଙ୍କ ତରଫରୁ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହେବ ।ପ୍ରଧାନ ମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ନେଇ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାକ୍ଷୀ ପୂର୍ଣ୍ଣିମା କିସ୍ତି ବାବଦକୁ ମହିଳା ପାଇବେ ୫୦୦୦ ଟଙ୍କା।  

ଅଧିକ ପଢନ୍ତୁ : ଆସନ୍ତା ସେପ୍ଟେମ୍ବର ୧୭ ରେ ମିଳିବ `ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତି

ପ୍ରଥମେ ୮୦ ଲକ୍ଷରୁ ଅଧିକ ମହିଳା ହିତାଧିକାରୀ ହେବେ ଉପକୃତ । ଜୁଲାଇ ୧ ସୁଦ୍ଧା ୨୧ ବର୍ଷ ହୋଇଥିଲେ ପାଇବେ `ସୁଭଦ୍ରା’ ଯୋଜନାର ଲାଭ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Prime Minister Modi will come to Odisha on September 17 | Argus News