Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

   ଆସନ୍ତାକାଲି ଆଇଆଇଏମ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ଉଦଘାଟନ କରିବେ  ମୋଦି 

Manini Pattanayak
Browse all articles by Manini Pattanayak
·2 years ago
   ଆସନ୍ତାକାଲି ଆଇଆଇଏମ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ଉଦଘାଟନ କରିବେ  ମୋଦି 

ସମ୍ବଲପୁର:  ଆସନ୍ତାକାଲି ଆଇଆଇଏମ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି । ଏହାପୂର୍ବରୁ ଆଇଆଇଏମ ସମ୍ବଲପୁର ପକ୍ଷରୁ ପ୍ରେସମିଟ କରି କାର୍ଯ୍ୟକ୍ରମର ସୂଚନା ଦିଆଯାଇଛି । ମଧ୍ୟାହ୍ନ ୨ଟା ୧୫ ସୁଦ୍ଧା IIM କ୍ୟାମ୍ପସରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ।

୩ଟା ଯାଏ କ୍ୟାମ୍ପସରେ ରହିବେ । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ ଯୋଗଦେବେ । ଏଥିସହ ଛାତ୍ରଛାତ୍ରୀ, ଡାକ୍ତରଙ୍କ ସହ ମୋଟ ୪ ହଜାର ଲୋକ ସାମିଲ ହେବା ନେଇ ପ୍ରେସମିଟ୍‌ ରେ ସୂଚନା ଦିଆଯାଇଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Prime Minister Modi will inaugurate the permanent campus of IIM Sambalpur tomorrow. | Argus News