Videos
|
National

ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ 

Manini Pattanayak
Browse all articles by Manini Pattanayak
·2 years ago
ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ 

ଭୁବନେଶ୍ୱର/ନୂଆଦିଲ୍ଲୀ: ଆସନ୍ତା 10 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ଭୁବନେଶ୍ବରରେ ପହଁଞ୍ଚିବା ପରେ ରାମମନ୍ଦିର ଠାରୁ ବାଣୀବିହାର ପର୍ଯ୍ୟନ୍ତ ରୋଡ ସୋ'ରେ ସାମିଲ ହେବେ। ଏଥିପାଇଁ କମିଶନରେଟ ପୋଲିସ ପକ୍ଷ୍ୟରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ପ୍ରଧାନମନ୍ତ୍ରୀଙ୍କ ବ୍ଲୁ ବୁକ ସୁରକ୍ଷା ବ୍ୟବସ୍ଥା ଅନୁଯାଇ 5 ଜଣ ଡିସିପି, 10 ଜଣ ଆଡିସିନାଲ ଡିସିପି, 27 ଜଣ ଏସିପି, 41 ଇନ୍ସପେକ୍ଟର, 180 ଅଫିସର ସମେତ 55 ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଦଗ୍ ସ୍କ୍ୱାର୍ଡ, ବୋମା ନିସ୍ତେକକାରି ଦଳ ସହିତ ଉଚ୍ଚ ଅଟ୍ଟାଳିକାରେ ବନ୍ଧୁକଧାରି ପୋଲିସ ନିୟୋଜିତ କରାଯିବ।  

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Prime Minister Narendra Modi is coming on a two-day visit to Odisha on the 10th. | Argus News