ଆଜି ସେମିକନ ଇଣ୍ଡିଆ ୨୦୨୪ ର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
·1 year ago

ଅର୍ଗସ ବ୍ୟୁରୋ : ଆଜି ସେମିକନ ଇଣ୍ଡିଆ ୨୦୨୪ ର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜେ ଟୁଇଟ କରି ଏହାର ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଆଜିଠୁ ୧୩ ତାରିଖ ପର୍ଯ୍ୟନ୍ତ , 3 ଦିନ ଧରି ଅନୁଷ୍ଠିତ ହେବ କାର୍ଯ୍ୟକ୍ରମ ।
ଅଧିକ ପଢନ୍ତୁ ଭାରତ ଖବର
ସକାଳ ୧୦ଟା ୩୦ ମିନିଟରେ ଏହାର ଶୁଭ ଉଦଘାଟନ ହେବ । ସେମିକଣ୍ଡକ୍ଟର ପାଇଁ ଭାରତ ବିଶ୍ୱର ଏକ ବଡ଼ ହବ୍ ହେବାକୁ କାର୍ଯ୍ୟ କରୁଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: