Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବାରଣାସୀରୁ ପୁଣି ଜିତିଲେ ପ୍ରଧାନମନ୍ତ୍ରୀ

National

ବାରଣାସୀରୁ ପୁଣି ଜିତିଲେ ପ୍ରଧାନମନ୍ତ୍ରୀ

Swayangprajna Mishra
Browse all articles by Swayangprajna Mishra
·1 year ago
ବାରଣାସୀରୁ ପୁଣି ଜିତିଲେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ : ଜିତିଲେ ଜନନାୟକ । ଚର୍ଚ୍ଚିତ ଲୋକସଭା ଆସନ ଉତ୍ତରପ୍ରଦେଶ ବାରଣାସୀରୁ ୧ ଲକ୍ଷ ୫୨ ହଜାର ୫୧୩ ଭୋଟରେ ଜିତିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାଙ୍କ ବିପକ୍ଷରେ ରହିଥିଲେ କଂଗ୍ରେସ ପ୍ରାର୍ଥୀ ଅଜୟ ରାୟ । ପ୍ରଧାନମନ୍ତ୍ରୀ ୬ ଲକ୍ଷ ୧୨ ହଜାର ୯୭୦ ଭୋଟ୍ ପାଇଥିବା ବେଳେ ଅଜୟ ପାଇଛନ୍ତି ୪ ଲକ୍ଷ ୬୦ ହଜାର ୪୫୭ ଖଣ୍ଡ ଭୋଟ୍ ।

ଅଧିକ ପଢନ୍ତୁ : ଗାନ୍ଧିନଗରରେ ଅମିତ ଶାହଙ୍କ ବଡ ବିଜୟ

ପୁଣିଥରେ ବିରୋଧିଙ୍କୁ ମୁହଁତୋଡ ଜବାବ ଦେଇଛନ୍ତି ମୋଦି । ମୋଦିଙ୍କ ଗ୍ୟାରେଣ୍ଟି ଉପରେ ଭରଷା କରିଛନ୍ତି ଭୋଟର । ପୂର୍ବରୁ ପଶ୍ଚିମ ଉତ୍ତରରୁ ଦକ୍ଷିଣ ସବୁଠି ଦେଖିବାକୁ ମିଳିଛି ମୋଦି ମ୍ୟାଜିକ ।  
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Prime Minister won again from vanarasi | Argus News