Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କୋଲକାତାରେ ମମତା ବାନାର୍ଜୀଙ୍କ ବିରୋଧରେ ମହାବିକ୍ଷୋଭ

Swayangprajna Mishra
Browse all articles by Swayangprajna Mishra
·1 year ago
କୋଲକାତାରେ ମମତା ବାନାର୍ଜୀଙ୍କ ବିରୋଧରେ ମହାବିକ୍ଷୋଭ

ଅର୍ଗସ ବ୍ୟୁରୋ : କୋଲକାତାରେ ମମତା ବାନାର୍ଜୀଙ୍କ ବିରୋଧରେ ମହାବିକ୍ଷୋଭ । ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଛାତ୍ର ସଂଗଠନ ପକ୍ଷରୁ ବିକ୍ଷୋଭ । ଘଟଣାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବିରେ ପଶ୍ଚିମବଙ୍ଗ ଛାତ୍ର ସମାଜର ହଲ୍ଲାବୋଲ୍ । ଛାତ୍ରଙ୍କ ଉପରେ ଲାଠି ଚାର୍ଜ ଓ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଛି । ବିକ୍ଷୋଭକାରୀଙ୍କ ଉପରେ ପୋଲିସ ପକ୍ଷରୁ ପାଣି ମାଡ଼  କରାଯାଇଛି।

ଅଧିକ ପଢନ୍ତୁ : ମମତାଙ୍କ ସହ ସନ୍ଦୀପଙ୍କ ସମ୍ପର୍କ କ'ଣ ?

କଲିକତାର ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ ଏବଂ ହତ୍ୟା ପରେ କୋଲକାତା ସମେତ ବିଭିନ୍ନ ରାଜ୍ୟରେ ଏହି ଆନ୍ଦୋଳନ ଆରମ୍ଭ ହୋଇଛି । ମମତା ବାନାର୍ଜୀଙ୍କ ଇସ୍ତଫା ନେଇ କଲିକତାରେ ମାହୋଲ ଦିନକୁ ଦିନ ଗରମ ହେବାରେ ଲାଗିଛି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Protest against Mamata Banerjee in Kolkata | Argus News