Pulwama Attack / ପୁଲୱାମା ମାଷ୍ଟରମାଇଣ୍ଡ ହମ୍ଜା ବୁରାନ POKରେ ନିପାତ, ଅଜଣା ବ୍ୟକ୍ତି ଚଳାଇଲେ ଆଖିବୁଜା ଗୁଳି
·1 hour ago·2 min read

Key Points
ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ନିପାତ ହୋଇଛନ୍ତି
ଆତଙ୍କୀ ହମଲାର ମୁଖ୍ୟ ହମଜା ବୁରାନକୁ POKରେ ଗୁଳି କରି ହତ୍ୟା କରାଯାଇଛି
ଆତଙ୍କୀ ହମଲାର ମୁଖ୍ୟ ହମଜା ବୁରାନକୁ POKରେ ଗୁଳି କରି ହତ୍ୟା କରାଯାଇଛି
ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ନିପାତ ହୋଇଛନ୍ତି । ଆତଙ୍କୀ ହମଲାର ମୁଖ୍ୟ ହମଜା ବୁରାନକୁ POKରେ ଗୁଳି କରି ହତ୍ୟା କରାଯାଇଛି । ଅଜଣା ବନ୍ଧୁକଧାରୀ ହତ୍ୟା କରିଥିବା ସୂଚନା ମିଳିଛି । ପୁଲୱାମା ଆକ୍ରମଣରେ ୪୦ ଭାରତୀୟ ସେନା ଶହୀଦ ହୋଇଥିଲେ । ଏହି ଘଟଣା ପୁରା ଦେଶକୁ ଦୋହଲାଇ ଦେଇଥିଲା। ପୁଲଓ୍ବାମା ଆକ୍ରମଣ ଫେବୃଆରୀ ୧୪, ୨୦୧୯ ମସିହାରେ ହୋଇଥିଲା। ଯେବେ ଆତଙ୍କବାଦୀ ସେନା ଶିବିରକୁ ଧ୍ବଂସ କରିବାକୁ ଟାର୍ଗେଟ କରିଥିଲା। ଏହି ଆତଙ୍କୀ ହମଲାରେ ୪୦ରୁ ଅଧିକ ଯବାନ ଶହୀଦ ହୋଇଥିଲେ।
ରିପୋର୍ଟ ଅନୁସାରେ ଆତଙ୍କୀ ହମଜା ବୁରହାନକୁ ଜଣେ ଅଜ୍ଞାତ ବ୍ୟକ୍ତି ମୁଜାଫରାବାଦରେ ଗୁଳି ମାରିଛନ୍ତି। ଏହି ଘଟଣା ସେତେବେଳେ ଘଟିଛି ଯେତେବେଳେ ସନ୍ଦିଗ୍ଧ ଆତଙ୍କୀ ପାକ ଅଧିକୃତ କଶ୍ମୀର ସ୍ଥିତ ନିଜ ଅଫିସରେ ବସିଥିଲା। ସେତିକିବେଳେ କିଛି ଲୋକ ସେଠାରେ ହଠାତ ପହଞ୍ଚିଥିଲେ। ଆଉ ହମଜାଙ୍କ ଉପରେ ଆଖିବୁଜା ଗୁଳିଚାଳନା କରିଥିଲେ। ଘଟଣାସ୍ଥଳରେ ହିଁ ସେହି ଆତଙ୍କୀର ମୃତ୍ୟୁ ହୋଇଛି।
ଏହାସହ ପଢ଼ନ୍ତୁ: ପୁଣି ପାକିସ୍ତାନକୁ ମିଳିଲା ଧୋକ୍କା; ପ୍ରଶିକ୍ଷଣ ବେଳେ Crash ହୋଇଗଲା ଜେଏଫ-୧୭

- ୨୦୧୭ରେ ପୁଲୱାମାରୁ ପାକିସ୍ତାନ ପଳାଇ ଯାଇଥିଲା
- ISI କାର୍ଯ୍ୟାଳୟ ଏବଂ ସୁରକ୍ଷା ଯୋଗାଇ ଦେଇଥିଲା
- ପୁଲୱାମା ଆକ୍ରମଣ ଏବଂ ଭାରତର ଅପରେସନ ବାଲାକୋଟ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories