One Crore Lottery / ମାତ୍ର ୭ ଟଙ୍କା ଲଟେରି ଟିକେଟ୍ ବଦଳାଇଦେଲା ଭାଗ୍ୟ; ଶ୍ରମିକ ପରିବାର ଜିତିଲା ୧ କୋଟି ଟଙ୍କା
·1 hour ago·2 min read

Key Points
ଲଟେରୀ ବଦଳାଇଦେଲା ଭାଗ୍ୟ
ଶ୍ରମିକ ପରିବାର ଜିତିଲା ୧କୋଟି ଟଙ୍କା
ମହିଳାଙ୍କ ଭାଗ୍ୟକୁ ନେଇ ଚର୍ଚ୍ଚା
ଶ୍ରମିକ ପରିବାର ଜିତିଲା ୧କୋଟି ଟଙ୍କା
ମହିଳାଙ୍କ ଭାଗ୍ୟକୁ ନେଇ ଚର୍ଚ୍ଚା
ଚଣ୍ଡିଗଡ଼: ଭାଗ୍ୟ କେତେବେଳେ ବଦଳିଯିବ ତାହା କେହି କହିପାରିବେ ନାହିଁ । ମାତ୍ର ୭ ଟଙ୍କାର ଏକ ଲଟେରୀ ଟିକେଟ୍ ଜଣେ ଶ୍ରମିକଙ୍କ ପରିବାରର ଭାଗ୍ୟ ବଦଳାଇ ଦେଇଛି । ପଞ୍ଜାବର ଫରିଦକୋଟ ଜିଲ୍ଲାର କୋଟକପୁରାରେ ରହୁଥିବା ବିମଳା ଦେବୀ ସିକ୍କିମ୍ ଲଟେରୀର ଏକ ଟିକେଟ୍ କିଣିଥିଲେ । ଆଉ ସେହି ଟିକେଟ୍ରେ ତାଙ୍କୁ ମିଳିଛି ୧ କୋଟି ଟଙ୍କାର ବମ୍ପର ପୁରସ୍କାର । ଏହି ଖବର ଜଣାପଡ଼ିବା ପରେ ପରିବାରରେ ଖୁସିର ଲହରୀ ଖେଳିଯାଇଛି ।


ପଢନ୍ତୁ ଏହି ଖବର: ମସଜିଦ୍ରେ ଚୁମ୍ବନ; ବାଂଲାଦେଶୀ ଦମ୍ପତିଙ୍କୁ ସାଉଦି ଆରବରେ ମୃ*ତ୍ୟୁଦଣ୍ଡ
- ସାମଗ୍ରୀ କିଣିବାକୁ ଯାଇଥିଲେ, ବଦଳିଗଲା ଭାଗ୍ୟ

- ଖୁସିରେ ଭାଙ୍ଗଡ଼ା ନାଚିଲେ
- ପିଲାଙ୍କ ଭବିଷ୍ୟତ ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା

ପଢନ୍ତୁ ଏହି ଖବର: ମସଜିଦ୍ରେ ଚୁମ୍ବନ; ବାଂଲାଦେଶୀ ଦମ୍ପତିଙ୍କୁ ସାଉଦି ଆରବରେ ମୃ*ତ୍ୟୁଦଣ୍ଡ
- ଦୋକାନରୁ ପ୍ରଥମ ଥର ଜିତିଲେ ୧ କୋଟି ଟଙ୍କା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories