Rath Yatra Awaiting UNESCO Recognition / ୟୁନେସ୍କୋ ମାନ୍ୟତା ଅପେକ୍ଷାରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା, ୟୁନେସ୍କୋ ମାନ୍ୟତା ପରେ ସାରା ବିଶ୍ଵ ଜାଣି ପାରିବ ମୂଳପୀଠର ମର୍ଯ୍ୟାଦା ଓ ତିଥି ପରମ୍ପରା
·3 months ago·2 min read

Key Points
ୟୁନେସ୍କୋ ମାନ୍ୟତା ଅପେକ୍ଷାରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା
2025ରେ ନାମାଙ୍କନ ଦାଖଲ କରିଥିଲା ଶ୍ରୀମନ୍ଦିର ପ୍ରଶାସନ
ୟୁନେସ୍କୋ ବୈଠକରେ ବିଭିନ୍ନ ଦେଶର ଭୋଟିଂକୁ ରହିଛି ଅପେକ୍ଷା
ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀଙ୍କ ସୁଚନା

ପୁରୀ,୨୭/୦୬: ୟୁନେସ୍କୋ ମାନ୍ୟତା ଅପେକ୍ଷାରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । 2022 ରୁ 2024, ପର୍ଯ୍ୟନ୍ତ 3 ବର୍ଷ ଧରି ପ୍ରଚେଷ୍ଚା ବିଫଳ ହେବାପରେ 2025ରେ ସଫଳତାର ସହିତ ନାମାଙ୍କନ ଦାଖଲ କରିଥିଲା ଶ୍ରୀମନ୍ଦିର ପ୍ରଶାସନ । କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନସ୍ଥ ସଙ୍ଗୀତ ନାଟକ ଏକାଡେମୀର ବିଦ୍ଧିବଦ୍ଧ ଭାବରେ ଜାତୀୟ ଐତିହ୍ୟ ତାଲିକାଭୁକ୍ତ ହୋଇ ସାରିଛି। ଆସନ୍ତା ୟୁନେସ୍କୋ ବୈଠକରେ ବିଭିନ୍ନ ଦେଶର ଭୋଟିଂକୁ ରହିଛି ଅପେକ୍ଷା। ୟୁନେସ୍କୋ ମାନ୍ୟତା ପରେ ସାରା ବିଶ୍ଵ ଜାଣି ପାରିବ ମୂଳପୀଠର ମର୍ଯ୍ୟାଦା ଓ ତିଥି ପରମ୍ପରା । ସେହି ଆଧାରରେ ଅଦିନିଆ ରଥଯାତ୍ରାରେ ଲାଗିପାରେ ରୋକ୍।
ୟୁନେସ୍କୋ ଦ୍ୱାରା ବୈଶ୍ଵିକ ସାଂସ୍କୃତିକ ଐତିହ୍ୟ ମାନ୍ୟତା ଅପେକ୍ଷାରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା। ଗତବର୍ଷ ସଫଳତାର ସହ ସରିଛି ନାମାଙ୍କନ । କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନସ୍ଥ ସଙ୍ଗୀତ ଏକାଡେମୀ କରିଛି ଜାତୀୟ ଐତିହ୍ୟ ତାଲିକା ଭୂକ୍ତ। ତେବେ ୟୁନେସ୍କୋ ଦ୍ୱାରା ବିଭିନ୍ନ ଦେଶକୁ ନେଇ ଭୋଟିଂ ପ୍ରକ୍ରିୟା ପରେ ବିଶ୍ୱ ସାଂସ୍କୃତିକ ଐତିହ୍ୟ ରେ ସାମିଲ ହେବ ଘୋଷଯାତ୍ରା ।
ବିଶ୍ୱ ଅବଗତ ହେବ ମୂଳପୀଠର ମର୍ଯ୍ୟାଦା ଓ ତିଥି ପରମ୍ପରା ।ଅଦିନିଆ ରଥଯାତ୍ରାରେ ଲାଗିପାରେ ରୋକ୍। ଚଳିତ ରଥଯାତ୍ରା ଅବସରରେ ପୁରୀ ଆସି ସମୀକ୍ଷା କରିପାରେ ୟୁନେସ୍କୋ ଟିମ୍ । ୨୦୨୨ରୁ ୨୦୨୪ ପର୍ଯ୍ୟନ୍ତ କ୍ରମାଗତ 3 ବର୍ଷ ବିଫଳ ହେବାପରେ ଗତ ବର୍ଷ ନାମାଙ୍କନ ଦାଖଲ ସଫଳତାର ସହ ଶେଷ ହୋଇଛି । ପରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନସ୍ଥ ସଙ୍ଗୀତ ଏକାଡେମୀ, ଜାତୀୟ ଐତିହ୍ୟ ତାଲିକା ଭୂକ୍ତ କରି ସାରିଛି । ୟୁନେସ୍କୋର ଆସନ୍ତା ବୈଠକ ପରେ ବିଭିନ୍ନ ଦେଶର ଭୋଟିଂ ପରେ ଐତିହ୍ୟ ମାନ୍ୟତା ମିଳିପାରିବ ବୋଲି କହିଛନ୍ତି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ। ତେବେ ମାନ୍ୟତା ମିଳିବା ପରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ମୂଳ ପୀଠ ର ମର୍ଯ୍ୟାଦା ଓ ତିଥି ପରମ୍ପରା ଉପରେ ବେଶୀ ଅବଗତ ହୋଇ ପାରିବେ ବିଶ୍ୱବାସୀ । ଯାହାଫଳରେ ଅଦିନିଆ ରଥଯାତ୍ରାରେ ରୋକ୍ ଲାଗିବା ନେଇ ଆଶା କରିଛନ୍ତି ସେବାୟତ ଓ ବୁଦ୍ଧିଜୀବୀ।
ପଢନ୍ତୁ ଏହି ଖବର: ଚଳଚଞ୍ଚଳ ରଥଖଳା, ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିଶ୍ୱରେ ୬୦୦ ରୁ ଉର୍ଦ୍ଧ୍ବ ଉପାଦାନ ମଧ୍ୟରେ ୪୦ରୁ ଅଧିକ ବିଭିନ୍ନ ବର୍ଗର ଫେଷ୍ଟିଭାଲକୁ ୟୁନେସ୍କୋ କଲ୍ଚରାଲ ସାଂସ୍କୃତିକ ଐତିହ୍ୟ ମାନ୍ୟତା ଦେଇଥିବା ବେଳେ ଭାରତର ହିମାଚଳ ପ୍ରଦେଶର ରମ୍ମନ ,କୁମ୍ଭମେଳା ,ଦୁର୍ଗାପୂଜା ଭଳି ପର୍ବ ବା ଫେଷ୍ଟିଭାଲକୁ ମାନ୍ୟତା ମିଳିସାରିଛି।ଶ୍ରୀ ଜଗନ୍ନାଥଙ୍କ ପରମ୍ପରା ପୌରାଣିକ କିମ୍ବଦନ୍ତୀରୁ ଆରମ୍ଭ କରି ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ତଥ୍ୟ ଭିତ୍ତିକ ଓ ପ୍ରାମାଣିକ ରହିଆସିଛି ।ଏହାର ନିର୍ମାଣ ଶୈଳୀ,ପ୍ରକ୍ରିୟା,ଲୋକ ସମାଗମ ଏହାର ପୌରାଣିକ ତଥ୍ୟ,ପରମ୍ପରାକୁ ନେଇ ୟୁନେସ୍କୋ ମାନ୍ୟତା ପାଇଁ ରେଳବାଇ ପକ୍ଷରୁ ପୂର୍ବରୁ ଚିଠି କରାଯାଇଥିଲା ।ଅନ୍ୟପଟରେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରାରେ 15 ଲକ୍ଷରୁ ଉର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହେଉଥିବାରୁ ଏହି ଯାତ୍ରାକୁ ସ୍ମରଣୀୟ କରିବା ପାଇଁ ଅଣ୍ଟା ଭିଡିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର।
ଏହି ଐତିହ୍ୟ ରଥ ଯାତ୍ରା ୟୁନେସ୍କୋର ସମସ୍ତ ନିୟମାବଳି ଅନୁପାଳନ କରୁଛି । କିନ୍ତୁ 2022 ରୁ 24 ଆନ୍ତରିକତା ଅଭାବରୁ ଏହା ଅଗ୍ରସର ହୋଇନଥିବା ବେଳେ ଗତବର୍ଷ ଠାରୁ ଦୁଇ ପର୍ଯ୍ୟାୟ କାର୍ଯ୍ୟ ଶେଷ ହୋଇଛି।

Related Topics
Explore more stories