Radhika on Intimate Scene / ଅନ୍ତରଙ୍ଗ ଦୃଶ୍ୟ ସୁଟିଂରେ କାହିଁକି ଅଜବ ଲାଗିଲା ରାଧିକାଙ୍କୁ?
·1 hour ago·2 min read

Key Points
ରାଧିକା ମଦନଙ୍କ ବଡ଼ ଖୁଲାସା
ଫିଲ୍ମରେ ଏକ ଅନ୍ତରଙ୍ଗ ଦୃଶ୍ୟ ରହିଛି
ଯାହାର ସୁଟିଂ ସମୟରେ ତାଙ୍କ ଅନୁଭୂତି କିଛି ଅଜବ ଥିଲା

ମୁମ୍ବାଇ,୧୭/୦୯: ‘ଲଷ୍ଟ ଷ୍ଟୋରିଜ୍ ୩’ର ଅନ୍ତରଙ୍ଗ ଦୃଶ୍ୟକୁ ନେଇ ରାଧିକା ମଦନ କଲେ ବଡ଼ ଖୁଲାସା। କହିଲେ ଫିଲ୍ମରେ ଏକ ଅନ୍ତରଙ୍ଗ ଦୃଶ୍ୟ ରହିଛି, ଯାହାର ସୁଟିଂ ସମୟରେ ତାଙ୍କର ଅନୁଭୂତି କିଛି ଅଜବ ଥିଲା। ଏକ ସାକ୍ଷାତକାରରେ ରାଧିକା ମଦନ ଫିଲ୍ମରେ ଥିବା ଏକ ଅନ୍ତରଙ୍ଗ ଦୃଶ୍ୟର ସୁଟିଂ ସମୟର ଅନୁଭୂତି ସେୟାର କରିଛନ୍ତି।
ଚର୍ଚ୍ଚାରେ ଅଭିନେତ୍ରୀ ରାଧିକା ମଦନ। ଆଗକୁ ଆସୁଛି ତାଙ୍କ ଅଭିନୀତ ଆନ୍ଥୋଲୋଜି ଫିଲ୍ମ ‘ଲଷ୍ଟ ଷ୍ଟୋରିଜ୍ ୩’। ଫିଲ୍ମର ରିଲିଜ୍ ପୂର୍ବରୁ ଏହାର କାହାଣୀ ଓ ଅନ୍ତରଙ୍ଗ ଦୃଶ୍ୟକୁ ନେଇ ଆଲୋଚନା ଆରମ୍ଭ ହୋଇଛି। ସିଦ୍ଧାର୍ଥ କନ୍ନନଙ୍କ ସହ କଥାବାର୍ତ୍ତା ସମୟରେ ରାଧିକା ‘ଲଷ୍ଟ ଷ୍ଟୋରିଜ୍ ୩’ରେ ତାଙ୍କ ଭୂମିକା ଓ ଶୁଟିଂ ସମୟର ଅନୁଭବ ବିଷୟରେ କହିଥିଲେ। ତାଙ୍କ କହିବା ଅନୁସାରେ, ଫିଲ୍ମରେ ଏକ ଅନ୍ତରଙ୍ଗ ଦୃଶ୍ୟ ରହିଛି, ଯାହାର ସୁଟିଂ ତାଙ୍କ ପାଇଁ କିଛିଟା ଅଜବ ଅନୁଭୂତି ଥିଲା।
ଦୃଶ୍ୟଟିରେ ଅଭିନେତାଙ୍କୁ ଏକ ନିର୍ଦ୍ଦିଷ୍ଟ ସଂଳାପ କହିବାକୁ ପଡ଼ିଥିଲା। ରାଧିକା କହିଛନ୍ତି ଯେ ଏଭଳି ସଂଳାପ ଅନ୍ତରଙ୍ଗ ଦୃଶ୍ୟ ମଧ୍ୟରେ କହିବା ତାଙ୍କ ପାଇଁ ବେଶ୍ ଅଜବ ଥିଲା। ସେହି ସମୟରେ ତାଙ୍କ ମନରେ ‘ମୁଁ କ’ଣ କରୁଛି’ ବୋଲି ଭାବନା ଆସିଥିବା କହିଛନ୍ତି ଅଭିନେତ୍ରୀ।
ପଢନ୍ତୁ ଏହି ଖବର: 'କୋଟିଏ ଟଙ୍କା ଦେଲେ ଶୋଇବି', ନଗ୍ନତା ଏବେ ଟ୍ରେଣ୍ଡ ହୋଇଛି

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ଅନ୍ତରଙ୍ଗ ଦୃଶ୍ୟ ସୁଟିଂ ତାଙ୍କ ପାଇଁ କେତେ କଷ୍ଟକର ବୋଲି ପଚରାଯିବାରୁ ରାଧିକା ଏହାକୁ ନିଜ ଅଭିନୟ ଅନୁଭୂତି ସହ ଯୋଡ଼ିଛନ୍ତି। ‘ଘରିଆଁ’ ଫିଲ୍ମ ପରେ ଏଭଳି ଦୃଶ୍ୟ ତାଙ୍କ ପାଇଁ ଆଉ ବିଶେଷ କଷ୍ଟକର ଲାଗୁନଥିବା ସେ କହିଛନ୍ତି।
‘ଲଷ୍ଟ ଷ୍ଟୋରିଜ୍ ୩’ର ନିର୍ଦ୍ଦେଶନା ଦେଇଛନ୍ତି ସାକୁନ ବାତ୍ରା। ଏହି ଆନ୍ଥୋଲୋଜି ଫିଲ୍ମରେ ଅନେକ କାହାଣୀକୁ ଭିନ୍ନ ଭିନ୍ନ ଚରିତ୍ର ମାଧ୍ୟମରେ ପରଦାରେ ଦେଖାଯିବ। ସାକୁନ ବାତ୍ରାଙ୍କ ସେଗମେଣ୍ଟରେ ରାଧିକା ମଦନ ଓ ଅଲି ଫଜଲ ଏକ କେନ୍ଦ୍ରୀୟ ଦମ୍ପତି ଭାବେ ନଜର ଆସିବେ।
ଫିଲ୍ମରେ ରାଧିକା ଆପ୍ଟେ, କୋଙ୍କୋନା ସେନ୍ ଶର୍ମା, ଆଦିତି ରାଓ ହାଇଦରୀ, ରାଧିକା ମଦନ, ସାନା ଥାମ୍ପି, ବିଜୟ ବର୍ମା, ଅଭିଷେକ ବାନାର୍ଜୀ, ସିଦ୍ଧାନ୍ତ ଚତୁର୍ବେଦୀ, ଅଲି ଫଜଲ ଓ ଗୁରୁଫତେହ ପିରଜାଦାଙ୍କ ଭଳି କଳାକାର ଅଭିନୟ କରିଛନ୍ତି।
ଏବେ ଫିଲ୍ମର ରିଲିଜ୍କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି। ସେପ୍ଟେମ୍ବର ୧୮, ୨୦୨୬ରେ ନେଟଫ୍ଲିକ୍ସରେ ‘ଲଷ୍ଟ ଷ୍ଟୋରିଜ୍ ୩’ ଷ୍ଟ୍ରିମିଂ ହେବାକୁ ଥିବା ବେଳେ ରିଲିଜ୍ ପୂର୍ବରୁ ରାଧିକା ମଦନଙ୍କ ଏହି ଅନୁଭୂତି ଚର୍ଚ୍ଚାକୁ ଆହୁରି ବଢ଼ାଇଛି।

Related Topics
Explore more stories