ଓଡିଶାରେ ରାହୁଲ : ବୀରମିତ୍ରପୁରରେ କଂଗ୍ରେସ କର୍ମୀଙ୍କ ଦ୍ବାରା ଭବ୍ୟ ସ୍ବାଗତ
·2 years ago

ଅର୍ଗସ ବ୍ୟୁରୋ : ଓଡିଶାରେ ରାହୁଲ ଗାନ୍ଧି । ଓଡିଶାରେ ପହଞ୍ଚିଲା ରାହୁଲଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା । ବୀରମିତ୍ରପୁରରେ ରାହୁଲ ଗାନ୍ଧୀଙ୍କୁ ଭବ୍ୟ ସ୍ବାଗତ କଲେ କଂଗ୍ରେସ ନେତା । ଝାଡଖଣ୍ଡରୁ ଆସି ବୀରମିତ୍ରପୁରରେ ପହଞ୍ଚିଲେ ରାହୁଲ । ରାହୁଲଙ୍କୁ ପାଇ ଉତ୍ସାହିତ କଂଗ୍ରେସ ନେତା ।
ଅଧିକ ପଢନ୍ତୁ : ରାହୁଲ ଗାନ୍ଧୀଙ୍କ କନଭଏ ଉପରେ ପଥର ମାଡ଼, ଭାରତ ଯୋଡୋ ନ୍ୟାୟ ଯାତ୍ରା ଚାଲିଥିବା ବେଳେ ଆଟାକ୍
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: