Raghav Chadha / କାହିଁକି ରାଘବ ଚଡ୍ଡାଙ୍କୁ ରାଜ୍ୟସଭା ଉପନେତା ପଦରୁ ହଟାଇଲା AAP; କହିଲା କାରଣ
·3 months ago·3 min read

Key Points
ରାଜ୍ୟସଭା ଉପନେତା ପଦରୁ ରାଘବ ଚଡ୍ଡାଙ୍କୁ ହଟାଇବା ଘଟଣା
ଆମ ଆଦମି ପାର୍ଟି ରଖିଲା ପ୍ରତିକ୍ରିୟା
କହିଲା ଚଡ୍ଡା ମୋଦିଙ୍କ ବିରୁଦ୍ଧରେ କହିବାକୁ ଡରୁଛନ୍ତି
ଆମ ଆଦମି ପାର୍ଟି ରଖିଲା ପ୍ରତିକ୍ରିୟା
କହିଲା ଚଡ୍ଡା ମୋଦିଙ୍କ ବିରୁଦ୍ଧରେ କହିବାକୁ ଡରୁଛନ୍ତି
ଆମ ଆଦମୀ ପାର୍ଟି ବରିଷ୍ଠ ରାଜନେତା ରାଘବ ଚଡ୍ଡାଙ୍କୁ ରାଜ୍ୟସଭାର ଉପନେତା ପଦରୁ ହଟାଇ ଦେଇଛି । ରାଜ୍ୟସଭାରେ ରାଘବ ୨୦୨୩ରୁ ଆପ୍ର ଉପନେତା ଭାବେ କାମ କରୁଥିବାବେଳେ ଦଳ ତାଙ୍କୁ ହଠାତ୍ ଉପନେତା ପଦରୁ ହଟାଇ ଦିଆଯିବାକୁ ନେଇ ବେଶ ଚର୍ଚ୍ଚା ହେଉଥିଲା । ଏବେ ଦଳ ଏହି ଚର୍ଚ୍ଚା ଉପରେ ପ୍ରତିକ୍ରିୟା ରଖି ରାଘବଙ୍କୁ ଟାର୍ଗେଟ କରିଛି । ରାଘବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଡରୁଛନ୍ତି ଓ ତାଙ୍କ ବିରୁଦ୍ଧରେ କହିବାକୁ ମିଳୁଥିବା ସମୟକୁ ସିଙ୍ଗଡ଼ା ଶସ୍ତା କରିବା ଉପରେ ବ୍ୟୟ କରୁଛନ୍ତି । ସେପଟେ ରାଘବ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ ନୀରବ ଅଛନ୍ତି, ହେଲେ ହାରିଯାଇନାହାନ୍ତି ବୋଲି କହିଛନ୍ତି ।
ସେ ଆହୁରି କହିଛନ୍ତି, "ଗୁଜୁରାଟରେ ଆମର ଅନେକ କାର୍ଯ୍ୟକର୍ତ୍ତାଙ୍କୁ ପୋଲିସ ଗିରଫ କରିଛି, ଏ ସମ୍ପର୍କରେ ସଂସଦରେ ସାଂସଦ କିଛି କହିଛନ୍ତି କି ? ପଶ୍ଚିମବଙ୍ଗରେ ଭୋଟ ଅଧିକାରକୁ ଛଡ଼ାଇ ନିଆଯାଉଛି, ହେଲେ ସାଂସଦ ଏହା ଉପରେ କିଛି କହୁନାହାନ୍ତି । ଯେତେବେଳେ ସଂସଦରେ CEC ବିରୋଧରେ ପ୍ରସ୍ତାବ ଆସିଥିଲା, ସେତେବେଳେ ସାଂସଦ ରାଘବ ଚଡ୍ଡା ହସ୍ତାକ୍ଷର କରିବାକୁ ମନା କରିଦେଇଥିଲେ ।"
ଦେଖନ୍ତୁ ଏହି ଖବର: Raghab Chadha VS AAP । ରାଘବ ଚଢା କାହାର
- କଣ କହିଲା ଆପ୍ ?
ପଢନ୍ତୁ ଏହି ଖବର: ଆପ୍ରେ ବଢିଲା ବିବାଦ....ଦଳ ଉପରେ ବର୍ଷିଲେ ରାଘବ ଚଡ୍ଡା..."ଲୋକଙ୍କ ପାଇଁ ସ୍ବର ଉଠାଇବା କଣ ଅପରାଧ"हम केजरीवाल के सिपाही हैं। निडरता पहली पहचान है हमारी।
— Anurag Dhanda (@anuragdhanda) April 3, 2026
कोई मोदी से डर जाए तो लड़ेगा क्या देश के लिए?
संसद में थोड़ा सा समय मिलता है बोलने का पार्टी को, उसमें या तो देश बचाने का संघर्ष कर सकते हैं या एयरपोर्ट कैंटीन में समोसे सस्ते करवाने का।
गुजरात में हमारे सैंकड़ों…
ସେ ଆହୁରି କହିଛନ୍ତି, "ଗୁଜୁରାଟରେ ଆମର ଅନେକ କାର୍ଯ୍ୟକର୍ତ୍ତାଙ୍କୁ ପୋଲିସ ଗିରଫ କରିଛି, ଏ ସମ୍ପର୍କରେ ସଂସଦରେ ସାଂସଦ କିଛି କହିଛନ୍ତି କି ? ପଶ୍ଚିମବଙ୍ଗରେ ଭୋଟ ଅଧିକାରକୁ ଛଡ଼ାଇ ନିଆଯାଉଛି, ହେଲେ ସାଂସଦ ଏହା ଉପରେ କିଛି କହୁନାହାନ୍ତି । ଯେତେବେଳେ ସଂସଦରେ CEC ବିରୋଧରେ ପ୍ରସ୍ତାବ ଆସିଥିଲା, ସେତେବେଳେ ସାଂସଦ ରାଘବ ଚଡ୍ଡା ହସ୍ତାକ୍ଷର କରିବାକୁ ମନା କରିଦେଇଥିଲେ ।"
- 'ମୋଦିଙ୍କୁ ଡରିଯାଇଛନ୍ତି ରାଘବ ଚଡ୍ଡା'
ଦେଖନ୍ତୁ ଏହି ଖବର: Raghab Chadha VS AAP । ରାଘବ ଚଢା କାହାର
Silenced, not defeated
— Raghav Chadha (@raghav_chadha) April 3, 2026
My message to the ‘aam aadmi’
—
खामोश करवाया गया हूँ, हारा नहीं हूँ
'आम आदमी’ को मेरे संदेश pic.twitter.com/poUwxsu0S3
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories