Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଠାକୁରଙ୍କ ମୂର୍ତ୍ତି ତିଆରି କରି ମୁଁ ଆଜି ଧନ୍ୟ ହୋଇଛି : ଅରୁଣ ଯୋଗୀରାଜ, ମୂର୍ତ୍ତି କାରିଗର

National

ଠାକୁରଙ୍କ ମୂର୍ତ୍ତି ତିଆରି କରି ମୁଁ ଆଜି ଧନ୍ୟ ହୋଇଛି : ଅରୁଣ ଯୋଗୀରାଜ, ମୂର୍ତ୍ତି କାରିଗର

Jitendra Dash
Browse all articles by Jitendra Dash
·2 years ago·1 min read
ଠାକୁରଙ୍କ ମୂର୍ତ୍ତି ତିଆରି କରି ମୁଁ ଆଜି ଧନ୍ୟ ହୋଇଛି : ଅରୁଣ ଯୋଗୀରାଜ, ମୂର୍ତ୍ତି କାରିଗର

ଅର୍ଗସ ବ୍ୟୁରୋ : ଠାକୁରଙ୍କ ସେବା କରି ମୁଁ ଆଜି ଧନ୍ୟହେୋଇଛି । ଏଭଳି କଥା ଆଜି କହିଛନ୍ତି ରାମ ମୂର୍ତ୍ତି ତିଆରି କରିଥିବା, କର୍ଣ୍ଣାଟକ ମହିଶୂରର ଅରୁଣ ଯୋଗୀରାଜ । ସେ ଆହୁରି ମଧ୍ୟ କହିଛନ୍ତି, ‘ମୋତେ ଲାଗୁଛି ମୁଁ ଏହି ଧରିତ୍ରୀ ମା’ର ସବୁଠାରୁ ଭାଗ୍ୟ‌ଶାଳୀ ମଣିଷ। ମୋ ସହିତ ମୋ ପୂର୍ବଜଙ୍କ ସମତେ ପରିବାର ଓ ରାମଲଲ୍ଲାଙ୍କ ଆର୍ଶୀବାଦ ରହିଛି। ବେଳେ ବେଳେ ରାମଲଲ୍ଲାଙ୍କ ବିଗ୍ରହକୁ ମୁଁ ତିଆରି କରିଛି ବୋଲି ବିଶ୍ବାସ ହୁଏ ନାହିଁ । ସ୍ବପ୍ନ ଭଳି ଲାଗୁଛି। 

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— ANI (@ANI) January 22, 2024

ଭବ୍ୟ ରାମ ମନ୍ଦିରରେ ବିରାଜିଛନ୍ତି ରାମଲଲା । ପ୍ରଭୁଙ୍କ ମୁଖ ଦେଖି ବିଭୋର ବକ୍ତଗଣ । ଯିଏ ଦେଖୁଛି, ସିଏ କହୁଛି 'ଆହା କି ମନୋରମ।' ଏହି ପାବନ ଉତ୍ସବ ମଧ୍ୟରେ ନିଜକୁ ଧନ୍ୟ ମଣିଛନ୍ତି ମୂର୍ତ୍ତି କାରିଗର । କର୍ଣ୍ଣାଟକର ମୂର୍ତ୍ତି କାରିଗର ଅରୁଣ ଯୋଗୀରାଜ ପ୍ରଭୁ ରାମଙ୍କ ମୂର୍ତ୍ତି ତିଆରି କରିଛନ୍ତି। ଆଜି ମନ୍ଦିରର ପ୍ରତିଷ୍ଠା ଅବସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି । 

Sponsored
Ram Lalla sculptor Arun Yogiraj after 'Pran Pratishtha' | Argus News