|
logo
Live

Argus News - ରାମ ମନ୍ଦିରର ପୂଜାରୀ ଚୟନ ପ୍ରକ୍ରିୟା ଆରମ୍ଭ , ଆବେଦନ କରିଛନ୍ତି ୩ ହଜାରରୁ ଅଧିକ ପ୍ରାର୍ଥୀ

National

ରାମ ମନ୍ଦିରର ପୂଜାରୀ ଚୟନ ପ୍ରକ୍ରିୟା ଆରମ୍ଭ , ଆବେଦନ କରିଛନ୍ତି ୩ ହଜାରରୁ ଅଧିକ ପ୍ରାର୍ଥୀ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ରାମ ମନ୍ଦିରର ପୂଜାରୀ ଚୟନ ପ୍ରକ୍ରିୟା ଆରମ୍ଭ , ଆବେଦନ କରିଛନ୍ତି ୩ ହଜାରରୁ ଅଧିକ ପ୍ରାର୍ଥୀ

ଅର୍ଗସ ବ୍ୟୁରୋ :  ୨୦୨୪ ଜାନୁଆର ୨୨ରେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରରେ ହେବ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା । ଏହାକୁ ଦୃଷ୍ଟିରେ ରଖି ରାମ ମନ୍ଦିରର ପୂଜାରୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ତେବେ ପୂଜାରୀ ହେବା ଲାଗି ଆବେଦନ କରିଛନ୍ତି ୩ ହଜାରରୁ ଅଧିକ ପ୍ରାର୍ଥୀ । ଏହାକୁ ମନିଟର କରିବା ଲାଗି ୩ ଜଣିଆ କମିଟି ଗଠନ ହୋଇଛି ।

ଅଧିକ ପଢନ୍ତୁ : ନେପାଳର ଗଣ୍ଡୁକି ନଦୀ କୂଳରୁ ଆସିଲା ଶାଳଗ୍ରାମ, ତିଆରି ହେବେ ରାମଲାଲା

ତେବେ ପ୍ରାର୍ଥୀଙ୍କୁ ସନ୍ଧ୍ୟା ବନ୍ଦନ, ମନ୍ତ୍ର, କର୍ମକାଣ୍ଡ ଭଳି ଜଟିଳ ପ୍ରଶ୍ନ ପଚରାଯାଉଛି ।  ଯୋଗ୍ୟତା ଆଧାରରେ ୨୦୦ ଜଣଙ୍କୁ ସଟ୍ଲିଷ୍ଟ କରାଯାଇଥିବା ବେଳେ ୨୦ ଜଣଙ୍କୁ ଏଥିପାଇଁ ମନୋନିତ କରାଯିବ । ୬ ମାସ ତାଲିମ ନେବା ପରେ ରାମ ମନ୍ଦିରରେ ପୂଜାରୀ ଭାବେ ନିଯୁକ୍ତି ମିଳିବ । ଏନେଇ ରାମ ମନ୍ଦିର ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ରାମ ମନ୍ଦିରର ପୂଜାରୀ ଚୟନ ପ୍ରକ୍ରିୟା ଆରମ୍ଭ , ଆବେଦନ କରିଛନ୍ତି ୩ ହଜାରରୁ ଅଧିକ ପ୍ରାର୍ଥୀ | Argus News