Public Urination / ରାସ୍ତାକଡ଼ରେ ପରିସ୍ରା କରୁଥିଲେ ସାବଧାନ; ଲାଗୁଛି ଦର୍ପଣ
·3 months ago·2 min read

Key Points
ଯଦି ରାସ୍ତାକଡ଼ରେ ପରିସ୍ରା କରୁଛନ୍ତି ସାବଧାନ ହୋଇଯାଆନ୍ତୁ
ଅମାନିଆଙ୍କୁ ଶାସ୍ତି ଦେବା ପାଇଁ ଲାଗିଲା ଦର୍ପଣ
ନିୟମ ଉଲ୍ଲଙ୍ଘନକାରୀଙ୍କ ଭିଡିଓ ପ୍ରସାରଣ କରିବ ପ୍ରଶାସନ
ଅମାନିଆଙ୍କୁ ଶାସ୍ତି ଦେବା ପାଇଁ ଲାଗିଲା ଦର୍ପଣ
ନିୟମ ଉଲ୍ଲଙ୍ଘନକାରୀଙ୍କ ଭିଡିଓ ପ୍ରସାରଣ କରିବ ପ୍ରଶାସନ
ହରିୟାଣାର ରୋହତକରେ ଖୋଲା ସ୍ଥାନରେ ପରିସ୍ରାକୁ ରୋକିବା ଲାଗି ନିଆରା ପ୍ରୟାସ । ପରିସ୍ରା କରିବା ହେଉ କିମ୍ବା ଅଳିଆ ଫିଙ୍ଗା, ସ୍ଵଚ୍ଛ ପରିବେଶକୁ ଖାତିର କରୁନାହାନ୍ତି ଏଠାକାର ଲୋକେ । ରୋହତକରେ ଏଭଳି ଘଟଣା ଏତେ ମାତ୍ରାରେ ବୃଦ୍ଧି ପାଇଛି ଯେ ସ୍ଥାନୀୟ ପ୍ରଶାସନ ବି ବେଶ ଚିନ୍ତାରେ । ଏହାକୁ ରୋକିବା ଲାଗି ରୋହତକ ପ୍ରଶାସନ ଏବେ ମହୀଶୂର ପ୍ରଶାସନର ପଥ ଅନୁସରଣ କରିଛି । ଯେଉଁମାନେ ଖୋଲାରେ ପରିସ୍ରା କରିବାକୁ ଯାଉଛନ୍ତି, ସେମାନେ ଏବେ କେବଳ ଥରେ ନୁହେଁ, ଦୁଇଥର ଚିନ୍ତା କରିବେ।
- ରାସ୍ତାକଡ଼ରେ ଲାଗିଲା ଦର୍ପଣ କାନ୍ଥ
- ଲୋକଙ୍କୁ ସଚେତନ କରିବା ପଥରେ ପ୍ରଶାସନ
- ନିୟମ ଭଙ୍ଗକାରୀଙ୍କ ଭିଡିଓ ଭାଇରାଲକୁ କରିବାକୁ ଚେତାବନୀ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଗାଁରେ ନିୟମ ହେବ ତ ଏମିତି; ₹୫୦୦ ଗଣ, ନହେଲେ ଘଣ୍ଟାଏ ସଫା କର
- ସ୍ୱଚ୍ଛତା ଦିଗରେ ବଡ଼ ପଦକ୍ଷେପ
Related Topics
Explore more stories