Indian Army / ଡ୍ରୋନ୍ ଯୁଦ୍ଧ ପାଇଁ ପୂରା ପ୍ରସ୍ତୁତ ଭାରତ; ୫୨,୦୦୦କୋଟି ଟଙ୍କାରେ କିଣାଯିବ ଆକାଶ ତରଙ୍ଗ
·2 months ago·2 min read

Key Points
ଆକାଶ ତରଙ୍ଗକୁ ବେଶ ଗୁରୁତ୍ଵପୂର୍ଣ୍ଣ କୁହାଯାଉଛି
ଡ୍ରୋନରୁ ସିଧାସଳଖ ଶତ୍ରୁଙ୍କ ଉପରେ ହେବ ଆକ୍ରମଣ
ଆକାଶରୁ ହିଁ ଟଳିବେ ଶତ୍ରୁ, ଆହୁରି ଶକ୍ତିଶାଳୀ ହେବ ଭାରତ

ନୂଆଦିଲ୍ଲୀ: ଯୁଦ୍ଧର ପରିବର୍ତ୍ତନଶୀଳ ପ୍ରଯୁକ୍ତିବିଦ୍ୟା ନେଇ ସତର୍କ ଭାରତ । ଏଥର ଆକାଶରୁ ହିଁ ଟଳିବେ ଶତ୍ରୁ । ଡ୍ରୋନରେ ସିଧାସଳଖ ପ୍ରଚଣ୍ଡ ଆକ୍ରମଣ କରିବ ଭାରତ । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ₹୫୨,୦୦୦ କୋଟି ମୂଲ୍ୟର କ୍ରୟକୁ ମଞ୍ଜୁରୀ ଦେଇଛି । ଏଥିରେ ଶକ୍ତିଶାଳୀ ଆଧୁନିକ ଡ୍ରୋନ କିଣାଯିବ । ଏହା ବ୍ୟତୀତ ଡ୍ରୋନକୁ ଗୁଳି କରି ଖସାଇ ଦେବା ପାଇଁ ସକ୍ଷମ ଏକ ବାୟୁ ପ୍ରତିରକ୍ଷା ପ୍ରଣାଳୀ କ୍ରୟକୁ ମଧ୍ୟ ଅନୁମୋଦନ କରାଯାଇଛି ।
ମଧ୍ୟ ଆକାଶରେ କ୍ଷେପଣାସ୍ତ୍ରକୁ ନଷ୍ଟ କରିବା ପାଇଁ ପ୍ରଯୁକ୍ତିବିଦ୍ୟା ମଧ୍ୟ କ୍ରୟ କରାଯିବ । ଶତ୍ରୁଙ୍କ ଉପରେ ନଜର ରଖିବା ଲାଗି ଉପକରଣ କିଣାଯିବ । ଏଥିରେ ଆକାଶ ତରଙ୍ଗ ଡ୍ରୋନ ପ୍ରତିରକ୍ଷା ପ୍ରଣାଳୀ ସାମିଲ । ଟ୍ୟାଙ୍କ ପ୍ରତିରକ୍ଷା ନିରୋଧୀ କ୍ଷେପଣାସ୍ତ୍ର ଏବଂ ମଧ୍ୟମ ଦୂରଗାମୀ ପୃଷ୍ଠରୁ ଆକାଶ କ୍ଷେପଣାସ୍ତ୍ର ମଧ୍ୟ କ୍ରୟ କରାଯିବ । ଏକ କ୍ଷୁଦ୍ର ଦୂରଗାମୀ ବାୟୁ ପ୍ରତିରକ୍ଷା ପ୍ରଣାଳୀ ମଧ୍ୟ ନିୟୋଜିତ କରାଯିବ।

- ଆକାଶ ତରଙ୍ଗ ବେଶ ଗୁରୁତ୍ଵପୂର୍ଣ୍ଣ
- V-SHORAD କଣ ?
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଭାରତୀୟ ସେନାର ନୂଆ ଡ୍ରେସ କୋଡ୍: ଟାଟୁ କରିବା, ନିଶ ରଖିବା ନେଇ କଠୋର ନିୟମ
ଭାରତୀୟ ନୌସେନା ବହୁ-ପ୍ରଭାବଶାଳୀ ଭୂମି ଖଣି କିଣାଯିବ । ଏହାଦ୍ଵାରା ଭାରତୀୟ ନୌସେନାର ସମୁଦ୍ର ଭିତରେ ବି ନିଜର କ୍ଷମତାକୁ ସୁଦୃଢ଼ କରିବ । ସେହିପରି ବାୟୁସେନା ପାଇଁ ଅଧିକ ଉଚ୍ଚତା ବିଶିଷ୍ଟ ସୁଡୋ ସାଟେଲାଇଟ କିଣାଯିବ । ଫଳରେ ବାୟୁସେନାର ନିରୀକ୍ଷଣ କ୍ଷମତା ଯଥେଷ୍ଟ ମଜଭୁତ ହୋଇପାରିବ । ଏହିପରି ଭାବରେ ଆକାଶରୁ ସମୁଦ୍ର ପର୍ଯ୍ୟନ୍ତ, ଭାରତୀୟ ସେନା ଆଧୁନିକ ଯୁଗକୁ ତାଳ ଦେଇ ପ୍ରଯୁକ୍ତିବିଦ୍ୟା ଯୁଦ୍ଧରେ ଅତ୍ୟନ୍ତ ଶକ୍ତିଶାଳୀ ହେବ ।

Related Topics
Explore more stories