Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆନ୍ଧ୍ରପ୍ରଦେଶ ଏନଟିଆର ଜିଲ୍ଲାରେ ଚଢାଉ, ଗାଡିରୁ ମିଳିଲା ପୁଳା ପୁଳା ଟଙ୍କା

National

ଆନ୍ଧ୍ରପ୍ରଦେଶ ଏନଟିଆର ଜିଲ୍ଲାରେ ଚଢାଉ, ଗାଡିରୁ ମିଳିଲା ପୁଳା ପୁଳା ଟଙ୍କା

Jitendra Dash
Browse all articles by Jitendra Dash
·2 years ago
ଆନ୍ଧ୍ରପ୍ରଦେଶ ଏନଟିଆର ଜିଲ୍ଲାରେ ଚଢାଉ, ଗାଡିରୁ ମିଳିଲା ପୁଳା ପୁଳା ଟଙ୍କା

ଅର୍ଗସ ବ୍ୟୁରୋ : ନିର୍ବାଚନ ବେଳେ ଆନ୍ଧ୍ରପ୍ରଦେଶର ଏନଟିଆର ଜିଲ୍ଲାରେ ଚଢଉ ବେଳେ ୮ କୋଟି ଟଙ୍କା ମିଳିଛି । ଟଙ୍କା ଗୁଡିକ ପାଇପ୍ ବୋଝେଇ ଗାଡିରେ ହାଇଦ୍ରବାଦରୁ ଗୁଣ୍ଟୁର ନିଆଯାଉଥିଲା ।  ଏଥିପାଇଁ ଗାଡି ଭିତରେ ଏକ ସ୍ବତନ୍ତ୍ର ଚାମ୍ବର କରାଯାଇଥିଲା । ପୋଲିସ ୮କୋଟି ଟଙ୍କା ଜବତ କରି ତନାଘନା କରୁଛି । ଏତେ ପରିମାଣର ଟଙ୍କା କେଉଁଠୁ ଆସିଲା, କାହା ପାଖକୁ ନିଆଯାଉଥିଲା ସେ ନେଇ ଚାଲିଛି ତଦନ୍ତ । ଜବତ ଟଙ୍କା ନିର୍ବାଚନକୁ ପ୍ରଭାବିତ କରିବାକୁ ନିଆଯାଉଥିଲା କି ନାହିଁ ସେନେଇ ତଦନ୍ତ ଚାଲିଛି । 

ଅଧିକ ପଢନ୍ତୁ ଭାରତ ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rs 8 crore unaccounted cash seized in Andhra Pradesh | Argus News