Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - NIA, NDRFର ନୂଆ ଡିଜି

National

NIA, NDRFର ନୂଆ ଡିଜି

Jitendra Dash
Browse all articles by Jitendra Dash
·2 years ago
NIA, NDRFର ନୂଆ ଡିଜି

ଅର୍ଗସ ବ୍ୟୁରୋ : ବରିଷ୍ଠ ଆଇପିଏସ୍ ଅଧିକାରୀ ସଦାନନ୍ଦ ବସନ୍ତ ନୂଆ ଏନଆଇଏ ଡିଜି ହେବେ । ମହାରାଷ୍ଟ୍ର କ୍ୟାଡରର ଏହି ଆଇପିଏସ୍ ଅଧିକାରୀ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ମାମଲାର ତଦନ୍ତ ଭାର ହାତକୁ ନେବେ । ବିଶେଷକରି ଦେଶ ବିରୋଧୀ କାର୍ଯ୍ୟକଳାପରେ ସଂପୃକ୍ତ ଥିବା ଅଭିଯୋଗର ତଦନ୍ତ କରିବେ  ।

ଅଧିକ ପଢନ୍ତୁ ଭାରତ ଖବର

ସେପଟେ ଏନଡିଆରଏଫର ନୂଆ ଡିଜି ଭାବେ ପିୟୂଷ ଆନନ୍ଦଙ୍କୁ ନିଯୁକ୍ତି ଦିଆଯାଇଛି । ଏ ପ୍ରସଙ୍ଗରେ ନିଯୁକ୍ତ ସଂକ୍ରାନ୍ତୀୟ କ୍ୟାବିନେଟ କମିଟି ମଂଜୁରୀ ଦେଇଛି । ୧୯୯୧ ବ୍ୟାଚର ଏହି ବରିଷ୍ଠ ଅଧିକାରୀ ଏବେ ସିଆଇଏସଫ୍ ସ୍ପେସିଆଲ ଡିଜି ଅଛନ୍ତି । ଦେଶରେ ବିଭିନ୍ନ ସମୟରେ ବନ୍ୟା, ବାତ୍ୟା, ଭୂମିକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟ ବେଳେ ଉଦ୍ଧାର କାର୍ଯ୍ୟରେର ଏନଡିଆରଏଫ୍ ଟିମ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥାନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sadanand Vasant appointed new NIA DG, Piyush Anand to head NDRF | Argus News