Videos
|
National

ବଲିଉଡ୍‌ ରେ ଡେବ୍ୟୁ କରିବେ ସାରା ତେନ୍ଦୁଲକର ! 

Manini Pattanayak
Browse all articles by Manini Pattanayak
·2 years ago·1 min read
ବଲିଉଡ୍‌ ରେ ଡେବ୍ୟୁ କରିବେ ସାରା ତେନ୍ଦୁଲକର ! 

ନୂଆଦିଲ୍ଲୀ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ବଲିଉଡ୍‌ ରେ ଆସିବା ନେଇ ଚର୍ଚ୍ଚା ଜୋର ଧରିଛି। ସାରାଙ୍କର ଏକ ଭିଡିଓ ଭାଇରାଲ  ଭାଇରାଲ ହେଉଛି ଯାହାକୁ ନେଇ  ଫ୍ୟାନ୍ସ ସାରା ବଲିଉଡ୍‌ରେ ଡେବ୍ୟୁ କରୁଛନ୍ତି ବୋଲି କହୁଛନ୍ତି। ଏହି ଭିଡିଓରେ ସାରା  ବ୍ଲୁ  ଡ୍ରେସ ରେ ନଜର  ଆସିଛନ୍ତି ।

ଯାହାକୁ ଦେଖି  ଦର୍ଶକ  ତାଙ୍କର ବଲିଡଡ୍‌ ରେ ଆସିବା ନେଇ  ଚର୍ଚ୍ଚା  କରୁଛନ୍ତି।  ଏହି ବ୍ଲୁ  ଡ୍ରେସରେ ସାରାଙ୍କୁ  ଦେଖି କିଛି ୟୁଜର କହୁଛନ୍ତି ୟେ ତ ଆମ ସାରା ଭାବି, ଆଉ କେହି ତାଙ୍କର ସୌନ୍ଦର୍ଯ୍ୟର ତାରିଫ  କରୁଛନ୍ତି।  ତେବେ ଏହି ଭିଡିଓ ସାରା କେଉଁଥିପାଇଁ ସୁଟ୍‌ କରିଛନ୍ତି ତାହାର ସୂଚନା  ମିଳି ନାହିଁ।   ତେବେ ଟେଲିଚକ୍କର ଦ୍ୱାରା ଦାବା କରାଯାଇଛି ଯେ, ବଲିଉଡ୍‌ରେ ଅଭିନୟ  କ୍ୟାରିୟର  ଗଢିବାକୁ ଇଛା ରଖିଛନ୍ତି ସାରା। ବିଗତ ଦିନରେ ସାରାଙ୍କ ନାଁ ସହ  କ୍ରିକେଟର ଶୁଭମନ ଗିଲଙ୍କୁ ଯୋଡା ଯାଇଥିଲା ଯାହାକୁ ନେଇ ଏବେ ବି ଚର୍ଚ୍ଚା ଲାଗିରହିଛି।  

ଅଧିକ ପଢନ୍ତୁ ମନୋରଞ୍ଜନ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
sara tendulkar latest video viral fans thinks she is preparing to enter bollywood | Argus News