Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ବରିଷ୍ଠ କମ୍ୟୁନିଷ୍ଟ ନେତା ସୀତାରାମ ୟେଚୁରୀଙ୍କ ପରଲୋକ

Ritu Das
Browse all articles by Ritu Das
·1 year ago
ବରିଷ୍ଠ କମ୍ୟୁନିଷ୍ଟ ନେତା ସୀତାରାମ ୟେଚୁରୀଙ୍କ ପରଲୋକ

ଅର୍ଗସ ବ୍ୟୁରୋ: ସିପିଆଇଏମ ବରିଷ୍ଠ ନେତା ସୀତାରାମ ୟେଚୁରୀଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ବର୍ଷ ହୋଇଥିଲା। ଦୀର୍ଘଦିନ ଧରି ଅସୁସ୍ଥ ହୋଇ ହୋଇ ଦିଲ୍ଲୀ ଏମସରେ ଚିକିତ୍ସାଧୀନ ଥିଲେ। ଫୁସଫୁସ ସଂକ୍ରମଣ ଜନିତ ରୋଗରେ ଚିକିତ୍ସାଧୀନ ଥିଲେ। କିଛି ଦିନ ହେଲା ନିମୋନିଆ ରୋଗରେ ପୀଡ଼ିତ ହୋଇ ଆଇସିୟୁରେ ଥିଲେ। 

ଆଜି ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ପୂର୍ବତନ ରାଜ୍ୟସଭା ସଦସ୍ୟ ଥିଲେ ୟେଚୁରୀ। ଛାତ୍ରଜୀବନରୁ ରାଜନୀତିରେ ସମ୍ପୃକ୍ତ ଥିଲେ ୟେଚୁରୀ।

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Senior communist | Argus News