Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News -  ଓ୍ୱାଇ. ବି ଖୁରାନିଆ ପରବର୍ତ୍ତୀ ଡିଜିପି !

National

 ଓ୍ୱାଇ. ବି ଖୁରାନିଆ ପରବର୍ତ୍ତୀ ଡିଜିପି !

Banajyotshna Ray
Browse all articles by Banajyotshna Ray
·1 year ago
 ଓ୍ୱାଇ. ବି ଖୁରାନିଆ ପରବର୍ତ୍ତୀ ଡିଜିପି !

ଅର୍ଗସ ବ୍ୟୁରୋ:  ଓ୍ୱାଇ. ବି ଖୁରାନିଆ ପରବର୍ତ୍ତୀ ଡିଜିପି ! ୧୯୯୦ ବ୍ୟାଚର ଓଡିଶା କ୍ୟାଡର ଆଇପିଏସ୍‌ ଓ୍ୱାଇ. ବି ଖୁରାନିଆ । ଖୁରାନିଆଙ୍କ ପ୍ରତ୍ୟାବର୍ତ୍ତନ ପରେ ପରବର୍ତ୍ତୀ ହେବା ନେଇ ବଢ଼ିଲା ଚର୍ଚ୍ଚା । କେନ୍ଦ୍ରରୁ ଫେରିଲେ ଆଇପିଏସ୍‌ ଓ୍ୱାଇ. ବି ଖୁରାନିଆ । ବିଏସଏଫ୍ ସ୍ପେଶାଲ୍‌ ଡିଜି ଓ୍ୱାଇ.ବି କୁରାନିଆ କେନ୍ଦୁ ଫେରିଲେ । ଏନେଇ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟର ପ୍ରସ୍ତାବକୁ ଅନୁମୋଦନ  । ପୂର୍ବରୁ ପୋଲିସ କମିଶନର ଥିଲେ ଆଇପିଏସ୍‌ ଖୁରାନିଆ। 

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Senior IPS officer YB Khurania of 1990 batch is likely to become the next Director General of Police (DGP) of Odisha. | Argus News