Videos
|
National

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ସ୍ମୃତି ଇରାନୀ

Manini Pattanayak
Browse all articles by Manini Pattanayak
·2 years ago
ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ସ୍ମୃତି ଇରାନୀ

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। 25 ତାରିଖରେ ପାରାଦ୍ଵୀପର କୁଜଙ୍ଗ, କେନ୍ଦ୍ରାପଡ଼ାର ଆଳି, ଏବଂ ବାଲେଶ୍ଵରର ରେମୁଣାରେ ସାଧାରଣ ସଭା କରିବେ କେନ୍ଦ୍ର ମନ୍ତ୍ରୀ।

ସୁଭଦ୍ରା ଯୋଜନା ବିଷୟରେ ଓଡ଼ିଶାର ମାଆ ମାନଙ୍କୁ ଅବଗତ କରାଇବେ ସ୍ମୃତି ଇରାନୀ। ଏନେଇ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Smruti Irani is coming to Odisha tomorrow | Argus News