Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଘଟିବାକୁ ଯାଉଛି ମହାଜାଗତିକ ଦୃଶ୍ୟ, ଦିନ ହେବ ରାତି

National

ଘଟିବାକୁ ଯାଉଛି ମହାଜାଗତିକ ଦୃଶ୍ୟ, ଦିନ ହେବ ରାତି

Manini Pattanayak
Browse all articles by Manini Pattanayak
·2 years ago·1 min read
ଘଟିବାକୁ ଯାଉଛି ମହାଜାଗତିକ ଦୃଶ୍ୟ, ଦିନ ହେବ ରାତି

 ନୂଆଦିଲ୍ଲୀ:  ୮ ତାରିଖ, ଦିନ ହୋଇଯିବ ରାତି । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିବ । ହେଲେ କିଛି ଏମିତି ଚର୍ଚ୍ଚା ଏବେ ଜୋର ଧରିଛି ।  ମୋଟ୍‌ ଉପରେ ଘଟିବାକୁ ଯାଉଛି ମହାଜାଗତିକ ଦୃଶ୍ୟ । ଆସନ୍ତା ଏପ୍ରିଲ ୮ ତାରିଖରେ ଏ ବର୍ଷର ବଡ ସୂର୍ଯ୍ୟ ପରାଗ ଲାଗିବାକୁ ଯାଉଛି । କାରଣ ଏପ୍ରିଲ ୮ରେ  ସୂର୍ଯ୍ୟଙ୍କୁ ସମ୍ପୂର୍ଣ୍ଣ ଗ୍ରାସ କରିବ ଚନ୍ଦ୍ର ।

ଯେଉଁଥି ଲାଗି କୁହାଯାଉଛି କି ଦିନ ହୋଇଯିବ ରାତି। ଘୋଟିଆସିବ କାଳଅନ୍ଧାର । ତେବେ ଏହାର  ପ୍ରଭାବ  କାନାଡା, ଆମେରିକା, ମେକ୍ସିକୋ ଏବଂ  ଉତ୍ତର ଆମେରିକାର  କିଛି ଭାଗରେ ଅନୁଭୂତ ହେବା ନେଇ ପୂର୍ବାନୁମାନ କରାଯାଇଛି । ଗୁରୁତ୍ଵପୂର୍ଣ୍ଣ କଥା ହେଲା, ଏ ପରାଗ କିନ୍ତୁ ଭାରତରେ କୌଣସି ପ୍ରଭାବ ପକାଇବ ନାହିଁ । ହେଲେ ବି ରାତି ଦିନ ହେବା କଥା ଶୁଣିବା ପରେ ଏବେ ଚର୍ଚ୍ଚା ଜୋର । 

ଅଧିକ ପଢନ୍ତୁ  ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Solar Eclipse 2024: Commonly known as Surya Grahan or Solar Eclipse is going to take place in the month of Apr | Argus News