Vande Mataram Controversy / 'ବନ୍ଦେ ମାତରମ'କୁ କଂଗ୍ରେସର ଚରମ ଅସମ୍ମାନ, କିଛି ପଂକ୍ତି ଗାନ ପରେ ବନ୍ଦ କରିବାକୁ ସୋନିଆଙ୍କ ଇସାରା
·2 weeks ago·2 min read

Key Points
'ବନ୍ଦେ ମାତରମ'କୁ କଂଗ୍ରେସର ଚରମ ଅସମ୍ମାନ
କିଛି ପଂକ୍ତି ଗାନ ପରେ ବନ୍ଦ କରିବାକୁ ସୋନିଆଙ୍କ ଇସାରା
ଅସହଜ ଅନୁଭବ କଲେ ମର୍ଲ୍ଲିକାର୍ଜୁନ

ସାରାଦେଶ ପାଳନ କରୁଛି ସ୍ବାଧୀନତାର ୮୦ ତମ ପୂର୍ତ୍ତି ସମାରୋହ । ଏଭଳି ସମୟରେ ଜାତୀୟ ଗୀତ ବନ୍ଦେ ମାତରମକୁ କଂଗ୍ରେସ ପକ୍ଷରୁ କରାଯାଇଛି ଅସମ୍ମାନ । କଂଗ୍ରେସ ମୁଖ୍ୟାଳୟରେ ଏକ କଦର୍ଯ୍ୟ ଦୃଶ୍ୟ ଦେଖିବାକୁ ମିଳିଛି । କଂଗ୍ରେସ ଦଳର ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧି, ସୁପର ପ୍ରେସିଡେଣ୍ଟ ରାହୁଲ ଗାନ୍ଧି ଏବଂ ବର୍ତ୍ତମାନର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ ପରସ୍ପର ସହ ସାଧାରଣ ଭାବେ କଥା ହେଉଥିଲେ । ଏହା ସେମାନଙ୍କର ବନ୍ଦେ ମାତରମ୍ ପ୍ରତି ଚରମ ଅସମ୍ମାନକୁ ଦର୍ଶାଉଛି । ଗାନ୍ଧି ପରିବାର ଭାରତର ସାଂସୃତିକ ଚେତନାକୁ ଦଳି ଚକଟି ଦେଇଥିବା କହିଲା ବିଜେପି ।
ଆଜି ହର ଘର ତ୍ରିରଙ୍ଗା, ହର ମନ୍ ତ୍ରିରଙ୍ଗା । ସାରାଦେଶ ପାଳନ କରୁଛି ସ୍ବାଧୀନତାର ୮୦ ତମ ପୂର୍ତ୍ତି ସମାରୋହ । ଏଭଳି ସମୟରେ ଜାତୀୟ ଗୀତ ବନ୍ଦେ ମାତରମକୁ କଂଗ୍ରେସ ପକ୍ଷରୁ ଅସମ୍ମାନ କରାଯାଇଛି । ନୂଆଦିଲ୍ଲୀରେ କଂଗ୍ରେସର ମୁଖ୍ୟାଳୟରେ ବନ୍ଦେ ମାତରମ ଗାନ ବେଳେ ସେମାନେ ଏହାକୁ ସହଜରେ ଗ୍ରହଣ କରିପାରି ନଥିଲେ । ବନ୍ଦେ ମାତରମ ଗାନ ଶେଷ ହେବା ପର୍ଯ୍ୟନ୍ତ ସମ୍ମାନ ଦେବା ପରିବର୍ତ୍ତେ ସେମାନେ ପରସ୍ପରକୁ ଇସାରା ଦେଉଥିଲେ । ସେମାନଙ୍କର ଭାବଭଙ୍ଗୀ ଏମତି ଥିଲା ଯେମିତି ସେମାନେ ଗୀତକୁ ବନ୍ଦ କରିବାକୁ ଚାହୁଁଛନ୍ତି ।
କଂଗ୍ରେସର ଏଭଳି ଅସମ୍ମାନକୁ ନେଇ ବର୍ଷିଛି ବିଜେପି । ପ୍ରଥମଥର ପାଇଁ ଜାତୀୟ ଗୀତ ବନ୍ଦେ ମାତରମକୁ କୌଣସି ପ୍ରକାର କାଣ୍ଟଛାଣ୍ଟ ନକରି ଗାନ କରାଯାଉଛି । କିନ୍ତୁ ଏହି ଗାନ ସମୟରେ କଂଗ୍ରେସ ନେତାମାନେ ସାମାନ୍ୟ ଆଗ୍ରହୀ ନଥିଲେ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସୁଧାଂଶୁ ତ୍ରିବେଦୀ । କଂଗ୍ରେସ ମୁଖ୍ୟାଳୟରେ ଏକ କଦର୍ଯ୍ୟ ଦୃଶ୍ୟ ଦେଖିବାକୁ ମିଳିଛି । କଂଗ୍ରେସ ଦଳର ସର୍ବୋଚ୍ଚ ନେତ୍ରୀ ସୋନିଆ ଗାନ୍ଧି, ସୁପର ପ୍ରେସିଡେଣ୍ଟ ରାହୁଲ ଗାନ୍ଧି ଏବଂ ବର୍ତ୍ତମାନର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପରସ୍ପର ସହ ସାଧାରଣ ଭାବେ କଥା ହେଉଥିଲେ । ଏହା ସେମାନଙ୍କର ବନ୍ଦେ ମାତରମ୍ ପ୍ରତି ଚରମ ଅସମ୍ମାନକୁ ଦର୍ଶାଉଛି ।
ସେପଟେ ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶବାସୀଙ୍କ ପ୍ରତି ବାର୍ତ୍ତାକୁ ସାରା ଦେଶ ଉତ୍ସୁକତାର ସହ ଅପେକ୍ଷା କରିଥିଲେ । ଏଥିପାଇଁ ସାରା ଦେଶର ବିଶିଷ୍ଟ ଅତିଥିମାନଙ୍କୁ ଦିଆଯାଇଥିଲା ନିମନ୍ତ୍ରଣ । କଂଗ୍ରେସ ଅଧ୍ୟକ୍ଷ ମର୍ଲ୍ଲିକାର୍ଜୁନ ଖଡଗେ ଓ ସାଂସଦ ରାହୁଲ ଗାନ୍ଧିଙ୍କୁ ନିମନ୍ତ୍ରିତ ହୋଇଥିଲେ ମଧ୍ୟ ସେମାନେ ଅନୁପସ୍ଥିତ ଥିଲେ । ଖଡଗେ ରାଜ୍ୟସଭାରେ ବିରୋଧୀ ଦଳ ନେତା ଥିବା ବେଳେ ରାହୁଲ ଲୋକସଭାରେ ବିରୋଧୀ ଦଳ ନେତ ରହିଛନ୍ତି । ଏପରି ସମ୍ମାନଜନକ ପଦବୀରେ ଥିଲେ ମଧ୍ୟ ଲାଲକିଲ୍ଲାରେ ଆୟୋଜିତ ସ୍ବାଧୀନତା ଦିବସ ସମାରୋହରେ ସାମିଲ ନହେବା ଦୁର୍ଭାଗ୍ୟ ଜନକ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୧୮୭୫ ମସିହାରେ ବଙ୍କୀମ ଚନ୍ଦ୍ର ଚାଟାର୍ଜୀଙ୍କ ଦ୍ବାରା ଲିଖିତ ବନ୍ଦେ ମାତରମ ସ୍ବାଧୀନତା ଆନ୍ଦୋଳନ ବେଳେ ପ୍ରମୁଖ ସ୍ଲୋଗାନ ରହିଥିଲା । କିନ୍ତୁ ପରେ ଏହାର ଦୁଇଟି ପଂକ୍ତିକୁ ରଖାଯାଇ ଅନ୍ୟ ଗୁଡିକୁ ବାଦ ଦିଆଯାଇଥିଲା । କିନ୍ତୁ ବନ୍ଦେ ମାତରମର ୧୫୦ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ୟମରେ ପୁଣିଥରେ ପୁରା ଗୀତ ଗାନ କରାଯାଉଛି । ଏପରିକି ଜାତୀୟ ସଂଗୀତ ପରି ଏହାକୁ ସମାନ ମାନ୍ୟତା ଦେବାକୁ ନିଷ୍ପତ୍ତି ହୋଇଛି ।
Related Topics
Explore more stories