Videos
|
National

ସୌମ୍ୟା ବିଶ୍ବନାଥନଙ୍କ ହତ୍ୟା ମାମଲାର ଆଜି ଶୁଣାଣି

Swayangprajna Mishra
Browse all articles by Swayangprajna Mishra
·2 years ago
ସୌମ୍ୟା ବିଶ୍ବନାଥନଙ୍କ ହତ୍ୟା ମାମଲାର ଆଜି ଶୁଣାଣି

 ଟିଭି ସାମ୍ବାଦିକା ସୌମ୍ୟା ବିଶ୍ବନାଥନ ଙ୍କ ହତ୍ୟା ମାମଲାରେ ଆଜି ହେବ ଶୁଣାଣି । ଗତକାଲି କୋର୍ଟ ଏହି ମାମଲାର ରାୟକୁ ସଂରକ୍ଷିତ ରଖିଥିଲେ । ଅତିରିକ୍ତ ସେସନ୍ସ ଜଜ୍  ରବୀନ୍ଦ୍ର କୁମାର ପାଣ୍ଡେ କହିଛନ୍ତି ଯେ ଦଣ୍ଡବିଧାନ ଉପରେ ଯୁକ୍ତି ସମାପ୍ତ ହୋଇଛି । ଆଜି ଏହାର ଶୁଣାଣି ହେବ. ସେପ୍ଟେମ୍ବର 30, 2008 ରେ ଏକ ଅଗ୍ରଣୀ ଇଂରାଜୀ ନ୍ୟୁଜ୍ ଚ୍ୟାନେଲ ସହିତ କାମ କରୁଥିବା ସାମ୍ବାଦିକା ସୌମ୍ୟା ବିଶ୍ବନାଥନ ସକାଳେ ଦକ୍ଷିଣ ଦିଲ୍ଲୀର ନେଲସନ ମଣ୍ଡେଲା ମାର୍ଗରେ କାମରୁ ଘରକୁ ଫେରୁଥିବା ବେଳେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ।

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Soumya Vasanathan's murder case | Argus News