Odisha News / ରାଜ୍ୟ ସରକାର କଲେ ବଡ଼ ଘୋଷଣା: ଜନ୍ମ ହେଲେ ସରକାର ଦେବେ ୧ ଲକ୍ଷ ଟଙ୍କା!
·6 months ago·2 min read

Key Points
ରାଜ୍ୟ ସରକାର ଏପରି ଏକ ଯୋଜନାର ଘୋଷଣା କରିଛନ୍ତି ଯେଉଁଥିରେ ଝିଅ ଜନ୍ମ ହେଲେ ମିଳିବ ପ୍ରାୟ ୧ ଲକ୍ଷ ଟଙ୍କା।
ନୂଆ ଦିଲ୍ଲୀ (FEB-20): ଝିଅ ମାନଙ୍କୁ ଶିକ୍ଷା ଏବଂ ଆର୍ଥିକ କ୍ଷେତ୍ରରେ ସଶକ୍ତ କରବା ପାଇଁ ସରକାର ବିଭିନ୍ନ ଯୋଜନା ମାନ ଆଣୁଛନ୍ତି। ଏହି ଯୋଜନା ଗୁଡିକର ଏକମାତ୍ର ଲକ୍ଷ ହେଉଛି ମହିଳାଙ୍କୁ ସଶକ୍ତ କରିବା। ତେବେ ରାଜ୍ୟ ସରକାର ଏପରି ଏକ ଯୋଜନାର ଘୋଷଣା କରିଛନ୍ତି ଯେଉଁଥିରେ ଝିଅ ଜନ୍ମ ହେଲେ ମିଳିବ ପ୍ରାୟ ୧ ଲକ୍ଷ ଟଙ୍କା
ଝିଅ ମାନଙ୍କୁ ଶିକ୍ଷା ଏବଂ ଆର୍ଥିକ କ୍ଷେତ୍ରରେ ସଶକ୍ତ କରବା ପାଇଁ ସରକାର ବିଭିନ୍ନ ଯୋଜନା ମାନ ଆଣୁଛନ୍ତି। ଏହି ଯୋଜନା ଗୁଡିକର ଏକମାତ୍ର ଲକ୍ଷ ହେଉଛି ମହିଳାଙ୍କୁ ସଶକ୍ତ କରିବା। ତେବେ ରାଜ୍ୟ ସରକାର ଏପରି ଏକ ଯୋଜନାର ଘୋଷଣା କରିଛନ୍ତି ଯେଉଁଥିରେ ଝିଅ ଜନ୍ମ ହେଲେ ମିଳିବ ପ୍ରାୟ ୧ ଲକ୍ଷ ଟଙ୍କା। ତେବେ ଚାଲନ୍ତୁ ଜାଣିବା ଏହି ଯୋଜନା କେଉଁ କେଉଁ ମାନେ ଅନ୍ତର୍ଭୁକ୍ତ ଏବଂ ଏହାକୁ କିପରି ଆବେଦନ କରିବା।
୨୦୨୬ରେ ମୁଖ୍ୟମନ୍ତ୍ରୀ ଲକ୍ଷପତି ବେଟିୟା ଯୋଜନାର ଘୋଷଣା କରିଥିଲେ ।
ଏହି ଯୋଜନାର ଲକ୍ଷ୍ୟ ହେଉଛି ଅର୍ଥ ଅଭାବରୁ କୌଣସି ମହିଳା ଯେପରି ଶିକ୍ଷାରୁ ବଞ୍ଚିତ ନ ହେଉ। ତେବେ ଦିଲ୍ଲା ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏହାର ଘୋଷଣା କରି ରାଜଧାନୀ ବାସୀଙ୍କୁ ଉପହାର ଦେଇଛନ୍ତି। ଏହି ଯୋଜନା ଅଧୀନରେ, ଦିଲ୍ଲୀ ସରକାର ଝିଅର ଜନ୍ମଠାରୁ ତାଙ୍କର ଡିଗ୍ରୀ ସମାପ୍ତ ହେବା ପର୍ଯ୍ୟନ୍ତ ବିଭିନ୍ନ କିସ୍ତିରେ ମୋଟ ୫୬୦୦୦ ଟଙ୍କା ପ୍ରଦାନ କରିଥାନ୍ତି। ଏହି ଟଙ୍କା ଏକ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଏ, ଏବଂ ସୁଧ ଯୋଡା ହେବା ପରେ, ଯେତେବେଳେ ଝିଅକୁ ୨୧ ବର୍ଷ ବୟସର ହୁଏ, ସେ ୧ଲକ୍ଷରୁ ଅଧିକ ରାଶି ପାଆନ୍ତି।
ତେବେ ଏହି ସୁବିଧା କେଉଁ ମାନେ ପାଇବେ: ଦିଲ୍ଲୀରେ ଜନ୍ମିତ ପ୍ରତ୍ୟେକ ଝିଅ ଏଥିରେ ଯୋଗ୍ୟ? ନା, କିଛି ସର୍ତ୍ତ ପୂରଣ କରିବାକୁ ପଡିବ? ତେବେ ପରିବାର ଗତ ୩ ବର୍ଷ ଧରି ଦିଲ୍ଲୀର ସ୍ଥାୟୀ ବାସିନ୍ଦା ହୋଇଥିବା ଉଚିତ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆୟ ସୀମା: ପରିବାରର ବାର୍ଷିକ ଆୟ ୧.୨୦ ଲକ୍ଷ ଟଙ୍କାରୁ କମ୍ ହେବା ଉଚିତ। କନ୍ୟା ସନ୍ତାନ କେବଳ ଦିଲ୍ଲୀରେ ଜନ୍ମ ହୋଇଥିବା ଆବଶ୍ୟକ। ଗୋଟିଏ ପରିବାରର ସର୍ବାଧିକ ୨ ଜଣ ଝିଅ ଏହି ଯୋଜନାର ଲାଭ ଉଠାଇପାରିବେ। ସ୍କୁଲ ଶିକ୍ଷା ସମୟରେ, ଝିଅ ପାଇଁ ଦିଲ୍ଲୀ ସରକାରୀ କିମ୍ବା ସ୍ୱୀକୃତିପ୍ରାପ୍ତ ସ୍କୁଲରେ ପଢିବା ବାଧ୍ୟତାମୂଳକ।
ପଢ଼ନ୍ତୁ ଏହି ଖବର: ଯୁବକ, ଯୁବତୀ ନିଯୁକ୍ତିଦାତା ହେବାର ମାନସିକତା ରଖିବା ଉଚିତ: ଧର୍ମେନ୍ଦ୍ର

କେବେ ଟଙ୍କା ପାଇବେ?
ସରକାର ଏହି ରାଶିକୁ ସିଧାସଳଖ ଆପଣଙ୍କ ଆଧାର-ଲିଙ୍କ୍ ହୋଇଥିବା ବ୍ୟାଙ୍କ ଆକାଉଣ୍ଟରେ କିସ୍ତିରେ ଜମା କରିବେ। ଆବେଦନ କରିବା ପାଇଁ ଆପଣଙ୍କୁ ଏହି ଡକ୍ୟୁମେଣ୍ଟର ଆବଶ୍ୟକତା ପଡିବ : ଝିଅର ଜନ୍ମ ପ୍ରମାଣପତ୍ର, ପିତାମାତାଙ୍କ ଆଧାର କାର୍ଡ ଏବଂ ରାସନ କାର୍ଡ ଆୟ ପ୍ରମାଣପତ୍ର, ଦିଲ୍ଲୀରେ ୩ ବର୍ଷ ରହିବାର ଆବାସ ପ୍ରମାଣପତ୍ର ,ଝିଅର ପାସପୋର୍ଟ ସାଇଜ୍ ଫଟୋକିପରି ଆବେଦନ କରିବେ?
ସରକାର ଏହି ଯୋଜନାକୁ ସମ୍ପୂର୍ଣ୍ଣ ଡିଜିଟାଲ କରିଛନ୍ତି। ୧ ଏପ୍ରିଲ, ୨୦୨୬ ଠାରୁ, ଆପଣ ଦିଲ୍ଲୀ ସରକାରଙ୍କ ସରକାରୀ ପୋର୍ଟାଲ୍ (WCD Delhi) ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ। ଆପଣଙ୍କୁ ଆଉ କାର୍ଯ୍ୟାଳୟ ଯିବାକୁ ପଡିବ ନାହିଁ।Related Topics
Explore more stories