ପରିବାରର ପ୍ରତ୍ୟେକ ମହିଳାଙ୍କୁ ମିଳିବ ଶୁଭଦ୍ରା ଟଙ୍କା
·1 year ago

ଅର୍ଗସ ବ୍ୟୁରୋ: ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ଘୋଷଣା । ପରିବାରର ପ୍ରତ୍ୟେକ ମହିଳାଙ୍କୁ ମିଳିବ ଶୁଭଦ୍ରା ଟଙ୍କା । ଗୋଟିଏ ପରିବାର ଭିତରେ ତିନି ଜଣ ଥାନ୍ତୁ କି ଚାରି ଜଣ ମହିଳା ଥାନ୍ତୁ ସମସ୍ତେ ଶୁଭଦ୍ରା ଟଙ୍କା ପାଇବେ । ସେହିପରି ବିଧବା ମହିଳା କି ଝାତ୍ରବୃତ୍ତି ପାଉଥିବା କଲେଜ ଝିଅ ଙ୍କୁ ବି ମିଳିବ ଶୁଭଦ୍ରା ଟଙ୍କା। କାର୍ଯ୍ୟକାରି କରିବେ ସୁଭଦ୍ରା। ଏବେ ଅଢେଇ ମାସେ ପରେ ଆସିଛି ଗାଇଡ ଲାଇନ ଓ ଆବେଦନ ପାଇଁ ଫର୍ମାଟ ଫର୍ମ। ଏହି ଫର୍ମରେ ଉଭୟ ଅନଲାଇନ ଓ ଅଫଲାଇନରେ ଆବେଦନ କରିପାରିବେ ମହିଳା। ତେବେ ସବୁ ମହିଳାଙ୍କୁ ଯୋଜନାରେ ସାମିଲ ନ କରିବା ନେଇ ବିଜେଡି ପ୍ରଶ୍ନର ଜବାବ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟରେ ଦୁଇ କୋଟି 25 ଲକ୍ଷ ମହିଳା ଅଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: