ସିସୋଦିଆଙ୍କୁ ମିଳୁନି ଜାମିନ
·2 years ago

ଅର୍ଗସ ବ୍ୟୁରୋ : ସିସୋଦିଆଙ୍କୁ ମିଳୁନି ଜାମିନ । ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଆପ ନେତା ସିସୋଦିଆଙ୍କୁ ମିଳୁନି ଜାମିନ । ପୁଣି ୨୨ଫେବୃଆରୀ ଯାଏଁ ହେପାଜତକୁ ପଠାଇଛନ୍ତି ଦିଲ୍ଲୀ ରାଉଜ୍ ଏଭିନ୍ୟୁ କୋର୍ଟ ।
ଅଧିକ ପଢନ୍ତୁ ଭାରତ ଖବର
ତେବେ ନିଜ ରୋଗାଗ୍ରସ୍ତ ପତ୍ନୀଙ୍କ ଭେଟିବା ପାଇଁ ଜାମିନ ଆବେଦନ କରିଥିଲେ ସିସୋଦିଆ । ସପ୍ତାହକୁ ଦୁଇ ଥର ନିଜ ପତ୍ନୀଙ୍କୁ ଭେଟିବାକୁ ସିସୋଦିଆଙ୍କୁ ଅନୁମତି ଦେଇଛନ୍ତି କୋର୍ଟ । ତେବେ ଫେବୃଆରୀ ୧୨ତାରିଖରେ ପୁଣି ଥରେ ସିସୋଦିଆ ଜାମିନ ଆବେଦନ କରିବେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
