Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଭୟଙ୍କର ବିମାନ ଦୁର୍ଘଟଣା , ୬୨ ଜଣଙ୍କ ମୃତ୍ୟୁ

Swayangprajna Mishra
Browse all articles by Swayangprajna Mishra
·1 year ago
ଭୟଙ୍କର ବିମାନ ଦୁର୍ଘଟଣା , ୬୨ ଜଣଙ୍କ ମୃତ୍ୟୁ

ଅର୍ଗସ ବ୍ୟୁରୋ : ବ୍ରାଜିଲରେ ଭୟଙ୍କର ବିମାନ ଦୁର୍ଘଟଣା । ଆକାଶରେ ଯାତ୍ରା କରୁଥିବା ବେଳେ ଅଧାରୁ ଶେଷ ହୋଇଗଲା ୬୨ ଜଣଙ୍କ ଜୀବନ। ମଝି ଯାତ୍ରାରେ ଆକାଶରୁ ଖସିଲା ବିମାନ, ତଳେ ପଡି ହୁତୁହୁତୁ ହୋଇ ଜଳି ଉଠିଲା। ଫଳରେ ବିମାନରେ ଯାତ୍ରା କରୁଥିବା ସମସ୍ତ ୫୮ ଯାତ୍ରୀଙ୍କ ସମେତ ୪ କ୍ର୍ୟୁ ମେମ୍ବରଙ୍କ ମୃତ୍ୟୁ ହୋଇଛି।

ଅଧିକ ପଢନ୍ତୁ : ନେପାଳରେ ବଡ଼ ବିମାନ ଦୁର୍ଘଟଣା: ୧୯ ମୃତ !

ବିମାନ ଦୁର୍ଘଟଣା ସମୟର ହୃଦୟ ବିଦାରକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ କଣ ପାଇଁ ବିମାନଟି ଖସିପଡିଲା, ଏହା ପଛରେ ପାଇଲଟଙ୍କ ଅସାବଧାନତା ନା ଯାନ୍ତ୍ରିକ ତ୍ରୁଟି ତାର କାରଣ ଏବେ ବି ଅସ୍ପଷ୍ଟ ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Terrible plane crash, 62 people died | Argus News