ମା' କୋଳରୁ ୬ ମାସର ଶିଶୁକୁ ଝାମ୍ପିନେଲା ଗଧିଆ
·1 year ago

ଅର୍ଗସ ବ୍ୟୁରୋ : ଉତ୍ତରପ୍ରଦେଶରେ ମଣିଷଖିଆ ଗଧିଆଙ୍କ ଆତଙ୍କ । ମା କୋଳରେ ଶୋଇଥିବା ବେଳେ ୬ ମାସର ଶିଶୁକୁ ଗଧିଆ ଝାମ୍ପିନେଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ବହରାଇଚି ଜିଲ୍ଲାରେ । ତାତିରେ ମା କୋଳରେ ଶୋଇଥିବା ବେଳେ ଶିଶୁ ପିଲାଟିକୁ ଝାମ୍ପିନେଇଛି ଗଧିଆ ।
ଅଧିକ ପଢନ୍ତୁ ଭାରତ ଖବର
ଗତ କିଛି ଦିନ ଧରି ଆତଙ୍କ ଖେଳାଇଛନ୍ତି ଗଧିଆ ପଲ । ଗଧିଆକୁ କାବୁ କରିବା ପାଇଁ ବନବିଭାଗର ୨୫ଟି ଟିମ୍ ସହ ୨୦୦ରୁ ଅଧିକ ଯବାନ ନିୟୋଜିତ ହୋଇଛନ୍ତି । ଗଧିଆ ଆକ୍ରମଣରେ ଏଯାଏଁ ପାଖାରାଖି ୧୨ଜଣଙ୍କ ଜୀବନ ଯାଇଥିବା ସୂଚନା ମିଳିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: