Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସେନା କ୍ୟାମ୍ପ ଉପରେ ଆତଙ୍କୀଙ୍କ ଆକ୍ରମଣ, ୨ ଯବାନ ଆହତ

Swayangprajna Mishra
Browse all articles by Swayangprajna Mishra
·2 years ago
ସେନା କ୍ୟାମ୍ପ ଉପରେ ଆତଙ୍କୀଙ୍କ ଆକ୍ରମଣ, ୨ ଯବାନ ଆହତ

ଅର୍ଗସ ବ୍ୟୁରୋ : ଜମ୍ମୁ ଓ କାଶ୍ମୀରରେ ତିନିଦିନ ଭିତରେ ତିନିଟି ଆତଙ୍କବାଦୀ ଆକ୍ରମଣ ହୋଇଛି । ରିଆସି ଜିଲ୍ଲାରେ ବସ୍ ଉପରକୁ ଆକ୍ରମଣ ପରେ ଗତକାଲି ଡୋଡା ଜିଲ୍ଲା ସେନା କ୍ୟାମ୍ପକୁ ଟାର୍ଗେଟ୍ କରିଛନ୍ତି ଆତଙ୍କବାଦୀ । ଏଥିରେ ଦୁଇଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ସେପଟ ହୀରାନଗର ଅଂଚଳରେ ମଧ୍ୟ ଆତଙ୍କବାଦୀମାନେ ଅନୁପ୍ରବେଶ ଉଦ୍ୟମ କରିଛନ୍ତି ।

ଅଧିକ ପଢନ୍ତୁ ଭାରତ ଖବର

ସେନା ପକ୍ଷରୁ କମ୍ବିଂ ଅପରେସନରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇଜଣଙ୍କୁ ଠାବ କରିବାକୁ ଚାଲିଛି ବଡ ଧରଣର ସର୍ଚ୍ଚ ଅପରେସନ୍ । ଜମ୍ମୁ ଓ କାଶ୍ମୀରରେ ହିଂସା ସୃଷ୍ଟି କରିବାକୁ ପଡୋଶୀ ରାଷ୍ଟ୍ର ପକ୍ଷରୁ ଆତଙ୍କବାଦୀ ମାନଙ୍କୁ ପଠାଯାଉଥିବା ଏଡିଜିପି ଆନନ୍ଦ ଜୈନ କହିଛନ୍ତି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Terrorist attack on army camp, 2 jawans injured | Argus News