ଫିଲ୍ମ ମହୋତ୍ସୋବରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର
·2 years ago

ନୂଆଦିଲ୍ଲୀ: ଗୋଆରେ ୫୪ତମ ଅନ୍ତରାଷ୍ଟ୍ରୀୟ ଫିଲ୍ମ ମହୋତ୍ସୋବ ଆରମ୍ଭ ହୋଇଛି। ୨୧ ନଭେମ୍ବରରେ ଫିଲ୍ମ ମହୋତ୍ସୋବ ଉଦ୍ଘାଟନ କରିବା ପାଇଁ ଆଜି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଗୋଆ ରେ ପହଞ୍ଚିଛନ୍ତି।
IFFI ର ନିର୍ଦ୍ଦେଶକ ପୃଥୁଲ କୁମାର ତାଙ୍କୁ ସ୍ବାଗତ କରିଥିଲେ। ୫୪ତମ ଫିଲ୍ମ ସମାରୋହରେ ଯୋଗ ଦେବା ପାଇଁ ଦେଶ ବିଦେଶରୁ ଅନେକ ସିନେ ପ୍ରେମୀ ଗୋଆ ପହଞ୍ଚିଥାନ୍ତି। ଭାରତ ଏବଂ ବିଦେଶର ଅନେକ ବଡ ଚଳଚିତ୍ର ନିର୍ମାତା ଏହି ସମାରୋହରେ ଯୋଗ ଦେବେ।
ଅଧିକ ପଢନ୍ତୁ ମନୋରଞ୍ଜନ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: