Videos
|
National

ଆଜି ଦେଶ ପାଳନ କରୁଛି 75ତମ ସାଧାରଣତନ୍ତ୍ର ଦିବସ

Banajyotshna Ray
Browse all articles by Banajyotshna Ray
·2 years ago
ଆଜି ଦେଶ ପାଳନ କରୁଛି 75ତମ ସାଧାରଣତନ୍ତ୍ର ଦିବସ

ଅର୍ଗସ ବ୍ୟୁରୋ:  ଆଜି ଦେଶ ପାଳନ କରୁଛି 75ତମ ସାଧାରଣତନ୍ତ୍ର ଦିବସ। ଦିଲ୍ଲୀଠୁ ପଲ୍ଲୀ ଏନେଇ ସବୁଠି ଉତ୍ସବର ମାହୋଲ୍। ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଗଡ଼ିବ ଓଡ଼ିଶାର ମେଢ। ସେପଟେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ମଧ୍ୟ ପ୍ରଜ୍ଞାପନ ମେଢ ଗଡ଼ିବ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The 75th Republic Day of India is celebrated on 26 January 2024 | Argus News