Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଲୋକସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟିକୁ ବଡ ଝଟକା

National

ଲୋକସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟିକୁ ବଡ ଝଟକା

Jitendra Dash
Browse all articles by Jitendra Dash
·2 years ago
ଲୋକସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟିକୁ ବଡ ଝଟକା

ଅର୍ଗସ ବ୍ୟୁରୋ : ଲୋକସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟିକୁ ବଡ ଝଟକା । ଅଖିଳେଶ ଯାଦବଙ୍କ ପାର୍ଟିର ୧୩ ବିଧାୟକ ଦଳ ଛାଡିବାକୁ ହେଉଛନ୍ତି ପ୍ରସ୍ତୁତ । ୧୦ ଜଣ ବିଜେପିରେ ଏବଂ ୩ ଜଣ କଂଗ୍ରେସରେ ଯୋଗଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ରାଜ୍ୟସଭା ନିର୍ବାଚନ ପୂର୍ବରୁ ଦଳର ୧୩ ବିଧାୟକ ଦଳ ଛାଡିବା ନେଇ ଚର୍ଚ୍ଚା ହେବା ଅଖିଳେଶଙ୍କ ପାଇଁ ବଡ ଝଟକା ହୋଇପାରେ । 

ଅଧିକ ପଢନ୍ତୁ ଭାରତ ଖବର

ସୂତ୍ର ଅନୁସାରେ ସପା ବିଧାୟକ ଇନ୍ଦ୍ରଜିତଙ୍କ ସମେତ ୧୦ ଜଣ ବିଧାୟକ ବିଜେପି ସହ ଯୋଗାଯୋଗରେ ଅଛନ୍ତି । ରାଜ୍ୟସଭା ନିର୍ବାଚନରେ ଏହି ବିଧାୟକମାନେ ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ ଦେବାର ସମ୍ଭାବନା ରହିଛି । ସେହିପରି ଅମିତାଭ ବାଜପେୟୀଙ୍କ ସମେତ ୩ ବିଧାୟକ କଂଗ୍ରେସରେ ଯୋଗଦେଇପାରନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Congress-Samajwadi Party talks on seat sharing have hit an impasse, with the grand old party insisting on 20 seats and also demanding that it be given “winnable seats” instead of the ones offered at present. | Argus News