Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଖାଦାନରେ ଛିଣ୍ଡିଲା ଲିଫ୍ଟ , ଫସିଲେ ୧୪ ଅଧିକାରୀ

National

ଖାଦାନରେ ଛିଣ୍ଡିଲା ଲିଫ୍ଟ , ଫସିଲେ ୧୪ ଅଧିକାରୀ

Swayangprajna Mishra
Browse all articles by Swayangprajna Mishra
·1 year ago
ଖାଦାନରେ ଛିଣ୍ଡିଲା ଲିଫ୍ଟ  , ଫସିଲେ ୧୪ ଅଧିକାରୀ

ଅର୍ଗସ ବ୍ୟୁରୋ : ରାଜସ୍ଥାନ ଖାଦାନରେ ଛିଣ୍ଡିଲା ଲିଫ୍ଟ । ଫସିଲେ ୧୪ ଅଧିକାରୀ । ଝୁନ୍ଝୁନ୍ ଜିଲ୍ଲା କୋଲିହାନ କପର ଖାଦାନରେ ଏପରି ଅଘଟଣ ଘଟିଛି । ୧୮୦୦ ଫଟ୍ ଖାଦାନରେ ଫସିଲେ ଏଚସିଏଲ୍ ର ୧୪ ଅଧିକାରୀ ।

ଅଧିକ ପଢନ୍ତୁ ଭାରତ ଖବର 

୧୨ ଘଣ୍ଟାରୁ ଅଧିକ ସମୟ ଧିର ଜାରି ରହିଛି ଉଦ୍ଧାର କାର୍ଯ୍ୟ ।  ଏପର୍ଯ୍ୟନ୍ତ ୩ ଜଣଙ୍କୁ ଉଦ୍ଧାର କରାଯାଇଛି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The elevator broke in Khadan, 14 officers were trapped | Argus News