Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ମୁକ୍ତିର ଆନନ୍ଦ ; ଉଦ୍ଧାର ଶ୍ରମିକଙ୍କୁ କୋଳେଇ ନେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

National

ମୁକ୍ତିର ଆନନ୍ଦ ; ଉଦ୍ଧାର ଶ୍ରମିକଙ୍କୁ କୋଳେଇ ନେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

Swayangprajna Mishra
Browse all articles by Swayangprajna Mishra
·2 years ago
ମୁକ୍ତିର ଆନନ୍ଦ ; ଉଦ୍ଧାର ଶ୍ରମିକଙ୍କୁ କୋଳେଇ ନେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ :  ମୁକ୍ତିର ଆନନ୍ଦ। ଦୀର୍ଘ 17 ଦିନ ପରେ ଉତ୍ତରକାଶୀର ଟନେଲ ଭିତରୁ ବାହାରିଲେ 41 ଶ୍ରମିକ । ଟନେଲ ଭିତରୁ ଜଣକ ପରେ ଜଣଙ୍କୁ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଦଳ। ବାହାରକୁ ବାହାରିଲା ପରେ ଚାରିଆଡ଼େ ଦେଖା ଦେଇଛି ଖୁସିର ମାହୋଲ୍ । ସମସ୍ତ ଶ୍ରମିକଙ୍କୁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ କୋଳେଇ ନେଇଥିଲେ ।

ଅଧିକ ପଢନ୍ତୁ : ଅନ୍ଧାରୀ ଟନେଲରୁ ଜୀବନ ଉଦ୍ଧାର

ଏହାପରେ କେନ୍ଦ୍ରମନ୍ତ୍ରୀ ଭି.କେ ସିଂ ସମସ୍ତଙ୍କୁ ଉତ୍ତରୀୟ ଦେଇ ପାଛୋଟି ନେଇଥିଲେ । ଜଣକ ପରେ ଜଣଙ୍କୁ ଆମ୍ବୁଲାନ୍ସରେ ବସାଇ ଡାକ୍ତରୀ ପରୀକ୍ଷା ନିମନ୍ତେ ଡାକ୍ତରଖାନା ନିଆଯାଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the joy of liberation; Uttarakhand Chief Minister hugs the rescue workers | Argus News