Videos
|
National

ହରିୟାଣା ନିର୍ବାଚନ ଲାଗି ବିଜେପିର ୬୭ ପ୍ରାର୍ଥୀ ତାଲିକା ଜାରି

Swayangprajna Mishra
Browse all articles by Swayangprajna Mishra
·1 year ago
ହରିୟାଣା ନିର୍ବାଚନ ଲାଗି ବିଜେପିର ୬୭ ପ୍ରାର୍ଥୀ ତାଲିକା ଜାରି

ଅର୍ଗସ ବ୍ୟୁରୋ : ଆଗାମୀ ହରିଆଣା ବିଧାନସଭା ନିର୍ବାଚନ ଲାଗି ବିଜେପି ୬୭ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି। ଜାରି ହୋଇଥିବା ତାଲିକା ଅନୁସାରେ ହରିଆଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସେନୀ ଲଡୱାରୁ, ବରିଷ୍ଠ ବିଜେପି ନେତା ଅନୀଲ ଭିଜ୍ ଅମ୍ବାଲା କ୍ୟାଣ୍ଟ, କନୱର ପାଲ ଗୁଜ୍ଜର ଜଗଧରୀରୁ ନିର୍ବାଚନ ଲଢିବେ।

ଅଧିକ ପଢନ୍ତୁ : ବଦଳିଲା ହରିୟାଣା ଓ ଜମ୍ମୁକାଶ୍ମୀରର ବିଧାନସଭା ନିର୍ବାଚନ ତାରିଖ

ସେହିପରି ସୋହାନରୁ ତେଜପାଲ ତନୱର, ଭାବ୍ୟା ବିଷ୍ଣୋଇ ଆଦମପୁରର ପ୍ରାର୍ଥୀ ହୋଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
The list of 67 BJP candidates for Haryana elections has been released | Argus News