ପବିତ୍ର ରାମନବମୀର ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ
·2 years ago·1 min read

ଅର୍ଗସ ବ୍ୟୁରୋ: ପବିତ୍ର 'ରାମ ରାମେତି ରାମେତି ରମେ ରାମେ ମନୋରମେ, ସହସ୍ରନାମ ତତ୍ତୁଲ୍ୟଂ ରାମ ନାମ ବରାନନେ ..' ଅର୍ଥାତ ଯିଏ ମଧ୍ୟ ରାମନାମ ଜପ କରେ, ସେ ରାମଙ୍କ ଆତ୍ମାରେ ରୁହେ। ହଜାର ନାମ ସହ ସମାନ ଏହି ରାମନାମ। ମର୍ଯ୍ୟାଦା ପୁରୁଷୋତ୍ତମଙ୍କ ଆଜି ପବିତ୍ର ଜନ୍ମଦିନ ଏଥିପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
श्री राम रामेति रामेति रमे रामे मनोरमे।
— Dharmendra Pradhan (मोदी का परिवार) (@dpradhanbjp) April 17, 2024
सहस्रनाम तत्तुल्यं राम नाम वरानने।।
आइए हम संकल्प लें, समय का पल-पल, शरीर का कण-कण, राम समर्पण को, राष्ट्र समर्पण के ध्येय से जोड़ दें 🙏🏻 pic.twitter.com/R1TFu8AAgX
ଆସନ୍ତୁ କ୍ଷଣିକେ, ଆମ ଶରୀରର ପ୍ରତ୍ୟେକ କଣିକା, ରାମଙ୍କ ଉତ୍ସର୍ଗକୁ ଦେଶ ପାଇଁ ଉତ୍ସର୍ଗୀକୃତ ଲକ୍ଷ୍ୟରେ ଏକତ୍ର ହେବା ବୋଲି ଧର୍ମେନ୍ଦ୍ର କହିଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର