Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

୬ ଦିନିଆ ବିଦେଶ ଗସ୍ତରେ ମହାମହିମ ରାଷ୍ଟ୍ରପତି

Swayangprajna Mishra
Browse all articles by Swayangprajna Mishra
·1 year ago
୬ ଦିନିଆ ବିଦେଶ ଗସ୍ତରେ ମହାମହିମ ରାଷ୍ଟ୍ରପତି

ଅର୍ଗସ ବ୍ୟୁରୋ : ୬ ଦିନିଆ ବିଦେଶ ଗସ୍ତରେ ମହାମହିମ ରାଷ୍ଟ୍ରପତି । ରବିବାର ରାତିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଫିଜି, ନ୍ୟୁଜିଲ୍ୟାଣ୍ଡ ଓ ତିମୋର ଲେସ୍ତେ ଅଭିମୁଖେ ଗସ୍ତ କରିଛନ୍ତି । ଏହି ଗସ୍ତ ଭାରତୀୟ ରାଷ୍ଟ୍ରପତିଙ୍କ ପ୍ରଥମ ଫିଜି ଓ ତିମୋର ଲେସ୍ତେ ଗସ୍ତ । ପୂର୍ବରୁ କୌଣସି ଭାରତୀୟ ରାଷ୍ଟ୍ରପତି ଏହି ଦୁଇ ଦେଶ ଗସ୍ତ କରିନଥିଲେ ।

ଅଧିକ ପଢନ୍ତୁ ଭାରତ ଖବର

ଗସ୍ତକାଳରେ ରାଷ୍ଟ୍ରପତି, ଫିଜି ରାଷ୍ଟ୍ରପତି ବିଲିୟମ ମ୍ୟାୱାଲିଲୀ ଓ ପ୍ରଧାନମନ୍ତ୍ରୀ ସିଟିବେନି ରାବୁକାଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବା ସହ ଫିଜି ସଂସଦକୁ ମଧ୍ୟ ସମ୍ବୋଧନ କରିବେ ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
the President on a 6-day foreign visit | Argus News