Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କନ୍ୟାକୁମାରୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

Swayangprajna Mishra
Browse all articles by Swayangprajna Mishra
·2 years ago
କନ୍ୟାକୁମାରୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ : କର୍ମଭୂମିରୁ ତପୋଭୂମି । ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଥମିବା ପରେ କନ୍ୟାକୁମାରୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ । ସୂର୍ଯ୍ୟାସ୍ତ ଦର୍ଶନ କରିବା ସହ ଭଗବତୀ ଅମ୍ମାନ ମନ୍ଦିରରେ କଲେ ପୂଜାର୍ଚ୍ଚନା । ବିବେକାନନ୍ଦ ରକରେ 48 ଘଣ୍ଟା ଯାଏଁ ଧ୍ୟାନରେ ବସିବେ ମୋଦି ।

ଅଧିକ ପଢନ୍ତୁ : କନ୍ୟାକୁମାରୀରେ ଧ୍ୟାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଯେଉଁଠାରେ ଧ୍ୟାନମଗ୍ନ ହୋଇ ଜ୍ଞାନ ଲାଭ କରିଥିଲେ ସ୍ବାମୀ ବିବେକାନନ୍ଦ । ୨୦୧୯ ନିର୍ବାଚନ ପ୍ରଚାର ସରିବା ପରେ ବି କେଦାରନାଥ ଧାମକୁ ଯାଇ ଧ୍ୟାନରେ ବସିଥିଲେ ପ୍ରଧାନମନ୍ତ୍ରୀ
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Prime Minister reached Kanyakumari | Argus News