ଆଜି ତାମିଲନାଡୁ ଓ ମହାରାଷ୍ଟ୍ରରେ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ
·2 years ago

ଅର୍ଗସ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାମିଲନାଡୁ ଓ ମହାରାଷ୍ଟ୍ରରେ ପଚାର କରିବେ । ସକାଳ ୧୦ଟା ୩୦ରେ ତାମିଲନାଡୁର ଭେଲୋର ଠାରେ ନିର୍ବାଚନ ସଭାରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ।
ଅଧିକ ପଢନ୍ତୁ ଭାରତ ଖବର
ଏହାପରେ ମେଟ୍ଟୁପାଲାୟମରେ ନିର୍ବାଚନ ପ୍ରଚାର କରିବେ । ଏପ୍ରିଲ ୧୯ ପ୍ରଥମ ପର୍ଯ୍ୟାୟରେ ତାମିଲନାଡୁର ୩୯ ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେବ । ସନ୍ଧ୍ୟାରେ ମହାରାଷ୍ଟ୍ରର ରାମଟେକରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ପୂର୍ବରୁ ମହାରାଷ୍ଟ୍ରର ଚନ୍ଦନପୁରରେ ପ୍ରଧାନମନ୍ତ୍ରୀ ପ୍ରଚାର କରିଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

