Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆଜି ପିଏମ-କିଷାନ ସମ୍ମାନ ନିଧିର ୧୬ ତମ କିସ୍ତି ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ

National

ଆଜି ପିଏମ-କିଷାନ ସମ୍ମାନ ନିଧିର ୧୬ ତମ କିସ୍ତି ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ

Swayangprajna Mishra
Browse all articles by Swayangprajna Mishra
·2 years ago
ଆଜି ପିଏମ-କିଷାନ ସମ୍ମାନ ନିଧିର ୧୬ ତମ କିସ୍ତି ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ

ଅର୍ଗସ ବ୍ୟୁରୋ : ଆଜି ପିଏମ-କିଷାନ ସମ୍ମାନ ନିଧିର ୧୬ ତମ କିସ୍ତି ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ ମୋଦି । ଦେଶର ୯ କୋଟିରୁ ଅଧିକ ଲାଭାର୍ଥୀ କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୧ ହଜାର କୋଟିରୁ ଅଧିକ ରାଶି ବଣ୍ଟନ ହେବ । ଆଜି ଅପରାହ୍ନରେ ମହାରାଷ୍ଟ୍ରର ଯବତମାଲରେ ଆୟୋଜିତ କାର୍ଯ୍ୟକ୍ରମରେ ଲାଭାର୍ଥୀଙ୍କୁ କିସ୍ତି ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ ।

ଅଧିକ ପଢନ୍ତୁ : ଦେଶରେ ୫ ପ୍ରତିଶତ ତଳେ ପହଞ୍ଚିଛି ଦାରିଦ୍ର୍ୟ ହାର

ଯୋଜନାରେ ବର୍ତ୍ତମାନ ସୁଦ୍ଧା ୧୧ କୋଟିରୁ ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ୩ ଲକ୍ଷ କୋଟି ଟଙ୍କାରୁ ଅଧିକ ରାଶି ହସ୍ତାନ୍ତରିତ ହୋଇଛି । କୃଷକମାନେ ବର୍ଷକୁ  ତିନିଟି କିସ୍ତିରେ ୬ ହଜାର ଟଙ୍କା ପାଉଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Prime Minister will distribute the 16th installment of the PM-Kisan yojna Fund today | Argus News