କିଛି ସମୟ ଭିତରେ ବଡ଼ ଘୋଷଣା କରିବେ ପ୍ରଧାନମନ୍ତ୍ରୀ
·2 years ago

ଅର୍ଗସ ବ୍ୟୁରୋ : କିଛି ସମୟ ପରେ ପ୍ରଧାନମନ୍ତ୍ରୀ କରିବେ ସବଡ଼ ଘୋଷଣା । ଖୁବଶୀଘ୍ର ବଡ଼ ଘୋଷଣା କରିବେ ପ୍ରଧାନମନ୍ତ୍ରୀ । ସାଢ଼େ ୫ଟାରେ ପ୍ରଧାନମନ୍ତ୍ରୀ ମୋଦି କରିବେ ଘୋଷଣା । ମୋଦି କ’ଣ କରିବେ ଘୋଷଣା ବଢ଼ିଲା ଉତ୍କଣ୍ଠା ।
ଅଧିକ ପଢନ୍ତୁ ଭାରତ ଖବର
ତେବେ କେଉଁ ସମ୍ପର୍କରେ ମୋଦୀ ଏହି ଘୋଷଣା କରିବେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି । ତେବେ ସାଧାରଣ ଲୋକଙ୍କ ସହ ଜଡିତ କିଛି ବିଷୟରେ ମୋଦୀ ବଡ ଘୋଷଣା କରିପାରନ୍ତି ବୋଲି ସୂଚନା ମିଳୁଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: