Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ପୁଣି ଶ୍ରୀମନ୍ଦିର ପ୍ରଶାସକ ଅତିରିକ୍ତ ଦାୟିତ୍ୱ ଦେବାକୁ ନେଇ ଉଠିଛି ପ୍ରଶ୍ନ

National

ପୁଣି ଶ୍ରୀମନ୍ଦିର ପ୍ରଶାସକ ଅତିରିକ୍ତ ଦାୟିତ୍ୱ ଦେବାକୁ ନେଇ ଉଠିଛି ପ୍ରଶ୍ନ

Banajyotshna Ray
Browse all articles by Banajyotshna Ray
·2 years ago
ପୁଣି ଶ୍ରୀମନ୍ଦିର ପ୍ରଶାସକ ଅତିରିକ୍ତ ଦାୟିତ୍ୱ ଦେବାକୁ ନେଇ ଉଠିଛି ପ୍ରଶ୍ନ

ଅର୍ଗସ ବ୍ୟୁରୋ:  ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କଲେ ରାଜ୍ୟ ସରକାର। ଏନେଇ ରାଜ୍ୟ ସରକାର ସତ୍ୟପାଠ ଦାଖଲ କରିଥିଲେ ମଧ୍ୟ ପୁଣି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକର ଅତିରିକ୍ତ ଦାୟିତ୍ବ ଦିଆଯାଇଛି । ବରିଷ୍ଠ ଆଇଏଏସ ବୀର ବିକ୍ରମ ଯାଦବ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକର ଅତିରିକ୍ତ ଦାୟିତ୍ବ ତୁଲାଇବେ। ଖାଦ୍ୟ ଯୋଗାଣ ଓ ପୂର୍ତ୍ତ ସଚିବ ଥିବା ବିର ବିକ୍ରମ ଯାଦବଙ୍କୁ ଶ୍ରୀମନ୍ଦିର ଦାୟିତ୍ଵ ଦିଆଯାଇଛି । ଶ୍ରୀମନ୍ଦିରରେ ଜଣେ ପୂର୍ଣ୍ଣ କାଳୀନ ମୁଖ୍ୟ ପ୍ରଶାସକ ନିଯୁକ୍ତି ନେଇ ସୁପ୍ରିମକୋର୍ଟଙ୍କ ବାରମ୍ବାର ନିର୍ଦ୍ଦେଶ ପରେ ଗତବର୍ଷ ନିଯୁକ୍ତି ନେଇ ସତ୍ୟପାଠ ଦେଇଥିଲେ ରାଜ୍ୟ ସରକାର ।

ରଞ୍ଜନ ଦାଶଙ୍କୁ ମୁଖ୍ୟ ପ୍ରଶାସକ କରି ଚାରିଆଡୁ ବିରୋଧ ରୁ ନଜର ହଟାଇଥିଲେ ସରକାର । ତେବେ ପୁଣି ଥରେ ଜଣେ ପ୍ରଶାସକଙ୍କୁ ଅତିରିକ୍ତ ଦାୟିତ୍ୱ ଦେବାକୁ ନେଇ ପ୍ରଶ୍ନ ଉଠାଇଛନ୍ତ ବୁଦ୍ଧିଜୀବୀ ଓ ପୁରୀ ବାସିନ୍ଦା ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
The state government disobeyed the Supreme Court order | Argus News