Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଭାରତ ବିରେଧୀ ମନ୍ତବ୍ୟ ଦେବାରୁ ପାକିସ୍ତାନୀଙ୍କୁ କ୍ୟାବରୁ ଓହ୍ଲାଇଦେଲେ ଟ୍ୟାକ୍ସି ଡ୍ରାଇଭର

National

ଭାରତ ବିରେଧୀ ମନ୍ତବ୍ୟ ଦେବାରୁ ପାକିସ୍ତାନୀଙ୍କୁ କ୍ୟାବରୁ ଓହ୍ଲାଇଦେଲେ ଟ୍ୟାକ୍ସି ଡ୍ରାଇଭର

Swayangprajna Mishra
Browse all articles by Swayangprajna Mishra
·1 year ago
ଭାରତ ବିରେଧୀ ମନ୍ତବ୍ୟ ଦେବାରୁ ପାକିସ୍ତାନୀଙ୍କୁ କ୍ୟାବରୁ ଓହ୍ଲାଇଦେଲେ ଟ୍ୟାକ୍ସି ଡ୍ରାଇଭର

ଅର୍ଗସ ବ୍ୟୁରୋ : ଭାରତ ବିରୋଧୀ ମନ୍ତବ୍ୟ ଦେବାରୁ ପାକିସ୍ତାନୀ ଯାତ୍ରୀଙ୍କୁ ନିଜ କ୍ୟାବରୁ ଓହ୍ଲାଇଦେଲେ ଟାକ୍ସି ଡ୍ରାଇଭର। ରବିବାର ବିଳମ୍ବିତ ରାତିରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀରେ। ଜଣେ ଭାରତୀୟ ଯୁବତୀ ଓ ତାଙ୍କ ପାକିସ୍ତାନୀ ପୁରୁଷ ବନ୍ଧୁ ରାତ୍ରି ଏକ ଟାକ୍ସିରେ ଯାଉଥିବା ବେଳେ ପାକିସ୍ତାନୀ ଯୁବକ ଦିଲ୍ଲୀ ବାସୀଙ୍କୁ ସ୍ବାର୍ଥପର କହି ଗାଳି ଦେଇଥିଲେ। ଏଥିରେ ଆପତ୍ତି ଦର୍ଶାଇଥିଲେ ଟାକ୍ସି ଡ୍ରାଇଭର।

ଅଧିକ ପଢନ୍ତୁ : ବାଂଲାଦେଶରେ ହିନ୍ଦୁ ଅତ୍ୟାଚାରକୁ ନେଇ ବିଭିନ୍ନ ଦେଶରେ ହିନ୍ଦୁ ବିକ୍ଷୋଭ

ଏହାପରେ ଭାରତୀୟ ଯୁବତୀ ଜଣଙ୍କ ନିଜ ପାକିସ୍ତାନୀ ବନ୍ଧୁଙ୍କୁ ସମର୍ଥନ ଜଣାଇ ଡ୍ରାଇଭରଙ୍କ ସାଙ୍ଗରେ ଯୁକ୍ତି କରିଥିଲେ ଆଉ କହିଥିଲେ ତାଙ୍କ ବନ୍ଧୁ କିଛି ଭୁଲ କହିନାହାନ୍ତି। ଶେଷରେ ଅଧାରାସ୍ତାରେ ଉଭୟ ଯୁବକ ଯୁବତୀଙ୍କୁ ନିଜ ଟାକ୍ସିରୁ ଓହ୍ଲାଇ ଦେଇଥିଲେ କ୍ୟାବ ଡ୍ରାଇଭର।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
The taxi driver threw the Pakistani out of the cab for making anti-India comments | Argus News